ନୂଆଦିଲ୍ଲୀ: କମନୱେଲ୍ଥ ଭାରୋତ୍ତଳନ ଚମ୍ପିଆନ୍ସିପ୍ରେ ଭାରତକୁ ମିଳିଲା ଦୁଇଟି ପଦକ ( India clinch two medal in Commonwealth Weightlifting Championship) । ପୁରଷ ବିଭାଗର ୧୦୯ କେଜି ବର୍ଗରେ ଲଭପ୍ରୀତ୍ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ମହିଳା ବିଭାଗର ୮୭ କେଜି ବର୍ଗରେ ଅନୁରାଧା ପଭୁନାର୍ଜ କାଂଶ୍ୟ ପଦକ ହାସଲ କରିଛନ୍ତି ।
-
#Weightlifting Update
— SAI Media (@Media_SAI) December 17, 2021 " class="align-text-top noRightClick twitterSection" data="
🇮🇳's #LovepreetSingh clinches 🥈 in Men's 109kg with a total lift of 348kg (161+187) while #AnuradhaPavunraj bags 🥉in Women’s 87kg with a total lift of 195kg (90+105) at the Senior Commonwealth Championships 2021
Congratulations to both 👏 pic.twitter.com/UjHLTupgwi
">#Weightlifting Update
— SAI Media (@Media_SAI) December 17, 2021
🇮🇳's #LovepreetSingh clinches 🥈 in Men's 109kg with a total lift of 348kg (161+187) while #AnuradhaPavunraj bags 🥉in Women’s 87kg with a total lift of 195kg (90+105) at the Senior Commonwealth Championships 2021
Congratulations to both 👏 pic.twitter.com/UjHLTupgwi#Weightlifting Update
— SAI Media (@Media_SAI) December 17, 2021
🇮🇳's #LovepreetSingh clinches 🥈 in Men's 109kg with a total lift of 348kg (161+187) while #AnuradhaPavunraj bags 🥉in Women’s 87kg with a total lift of 195kg (90+105) at the Senior Commonwealth Championships 2021
Congratulations to both 👏 pic.twitter.com/UjHLTupgwi
ପ୍ରଥମ ଦୁଇଟି ରାଉଣ୍ଡରେ ଲଭପ୍ରୀତ୍ ସିଂହ ଯଥାକ୍ରମେ ୧୬୧ କେଜି ଓ ୧୮୭ କେଜି ଭାରୋତ୍ତଳନ କରିଥିଲେ । ଯାହଫଳରେ ସେ ରୌପ୍ୟ ପଦକ ହିଁ ହାସଲ କରି ପାରିଛନ୍ତି । ସେପଟେ ଅନୁରାଧା ପଭୁନାର୍ଜ ଦୁଇଟି ରାଉଣ୍ଡରେ ଯଥାକ୍ରମେ ୯୦ କେଜି ଓ ୧୦୫ କେଜି ଭାରୋତ୍ତଳନ କରିଥିଲେ । ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ଏହି ଚମ୍ପିଆନସିପ୍ରେ ୧୪ଟି ପଦକ ହାସଲ କରି ସାରିଛନ୍ତି ଭାରତୀୟ କ୍ରୀଡ଼ାବିତ୍ । ଏଥିରେ ୩ଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି । ଟାସକେଣ୍ଟରେ ଏହି ପ୍ରତିଯୋଗିତା ଜାରି ରହିଛି । ଶୁକ୍ରବାର ଏହି ପ୍ରତିଯୋଗିତାରେ ଭାରତକୁ ଦୁଇଟି ବର୍ଗରେ ଦୁଇଟି ପଦକ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ