ETV Bharat / sports

ଅଲମ୍ପିକରେ ଯୋଗ୍ୟତା ହାସଲ କରିଥିବା ଖେଳାଳିଙ୍କୁ 5 ଲକ୍ଷ ଦେବେ ହରିୟାଣା ସରକାର - Manohar Lal Khattar

ହରିୟାଣା ସରକାର ଅଲମ୍ପିକ ଓ ପାରାଅଲମ୍ପିକ ପାଇଁ ପ୍ରସ୍ତୁତ ହେଉଥିବା ଖେଳାଳିଙ୍କ ପାଇଁ 5ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ।

author img

By

Published : Aug 23, 2020, 8:34 PM IST

ଚଣ୍ତିଗଡ: ହରିୟାଣା ସରକାର ଅଲମ୍ପିକ ଓ ପାରାଅଲମ୍ପିକ ପାଇଁ ପ୍ରସ୍ତୁତ ହେଉଥିବା ଖେଳାଳିଙ୍କ ପାଇଁ 5ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ । ଏହି ଯୋଜନାକୁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି । ଫଳରେ 2021ରେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବା ଖେଳାଳିଙ୍କ ପାଇଁ ଏହା ଏକ ଖୁସିର ଖବର ।

ରାଜ୍ୟ କ୍ରୀଡା ମନ୍ତ୍ରୀ କହିଛନ୍ତି, ଆଗରୁ ଖେଳାଳିଙ୍କୁ ଅଲମ୍ପିକ ଖେଳିବା ପରେ 15 ଲକ୍ଷ ମିଳୁଥିଲା । ଏବେ ପୂର୍ବରୁ ହିଁ 5ଲକ୍ଷ ମିଳିବ । ଏହି ରାଶି ଖେଳାଳିଙ୍କୁ ପ୍ରସ୍ତୁତ ହେବାରେ ସାହାଯ୍ୟ ମିଳିବ । ଆହୁରି ଅନେକ ଯୋଜନା ଖେଳାଳିଙ୍କ ପାଇଁ ସରକାର ଆଣିବେ । ଫଳରେ ଖେଳାଳିମାନେ ନିଜର ଭବିଷ୍ୟତ ଗଢି ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.