ନୂଆଦିଲ୍ଲୀ: ଭାରତୀୟ ସେଲର ବିଷ୍ଣୁ ସରବାନନ ଲେଜର ଏସଟିଡି ସେଲିଂ ଇଭେଣ୍ଟରେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଥିସହ କେସି ଗଣପତି ଓ ବରୁଣ ଥକାର ଯୋଡି ମଧ୍ୟ ଗୁରୁବାର ଟୋକିଓ ଟିକେଟ ହାତେଇଛନ୍ତି ।
-
🇮🇳 Duo of KC Ganapathy & Varun Thakkar qualify for #Tokyo2020 in Men's 49er class #Sailing event ⛵⛵ at the Mussanah Championships.
— SAIMedia (@Media_SAI) April 8, 2021 " class="align-text-top noRightClick twitterSection" data="
Keep up the momentum going! 🔥🔥🔥#JeetengeOlympics @KirenRijiju @Tokyo2020 @WeAreTeamIndia pic.twitter.com/v3IbICzvds
">🇮🇳 Duo of KC Ganapathy & Varun Thakkar qualify for #Tokyo2020 in Men's 49er class #Sailing event ⛵⛵ at the Mussanah Championships.
— SAIMedia (@Media_SAI) April 8, 2021
Keep up the momentum going! 🔥🔥🔥#JeetengeOlympics @KirenRijiju @Tokyo2020 @WeAreTeamIndia pic.twitter.com/v3IbICzvds🇮🇳 Duo of KC Ganapathy & Varun Thakkar qualify for #Tokyo2020 in Men's 49er class #Sailing event ⛵⛵ at the Mussanah Championships.
— SAIMedia (@Media_SAI) April 8, 2021
Keep up the momentum going! 🔥🔥🔥#JeetengeOlympics @KirenRijiju @Tokyo2020 @WeAreTeamIndia pic.twitter.com/v3IbICzvds
ଏନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ମୁସାନାହ ଚମ୍ପିଆନସିପରେ ସେଲିଂ ଇଭେଣ୍ଟରେ ଟୋକିଓ ଟିକେଟ ହାସଲ କରିଥିବା ବିଷ୍ଣୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଭାରତୀୟ ଷ୍ଟାର ସେଲର ନେତ୍ରା କୁମାନନ ପ୍ରଥମ ମହିଳା ସେଲର ଭାବେ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ ।
ଟୋକିଓ ଅଲମ୍ପିକ୍ସ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଆୟୋଜିତ ହେବାନେଇ ସୂଚୀ ରହିଥିବାବେଳେ ପାରାଅଲମ୍ପିକ୍ସ ଅଗଷ୍ଟ 24ରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗତବର୍ଷ ଆୟୋଜିତ ହେବାକୁ ଥିବା ଏହି ଇଭେଣ୍ଟ କୋରୋନା ଭାଇରସ କାରଣରୁ ସ୍ଥଗିତ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ