ଭୁବନେଶ୍ବର: ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ୪ ଓଡି଼ଆ କ୍ରୀଡ଼ାବିତ୍ । ମେ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟାୟାରେ ଏହି ବିଶ୍ବକପ୍ ଆୟୋଜନ ହେବ । ୪ ଓଡ଼ିଆଙ୍କ ମଧ୍ୟରେ ଜଣେ ମହିଳା କ୍ରୀଡ଼ାବିତ୍ ରହିଥିବା ବେଳେ ୩ ଜଣ ପୁରୁଷ କ୍ରୀଡ଼ାବିତ୍ ସାମିଲ ରହିଛନ୍ତି ।
-
4️⃣ players from #Odisha have been selected in the Indian squad for the IWAS Wheelchair Fencing World Cup, scheduled to be held in #Thailand from 19-22 May 2022.
— Odisha Sports (@sports_odisha) April 30, 2022 " class="align-text-top noRightClick twitterSection" data="
They are:
➡️ Pujaswini Nayak
➡️ Prafulla Kumar Khandayatray
➡️ Rakhal Kumar Sethy
➡️ V Ramesh Rao
Congratulations! pic.twitter.com/9OJ5GsjJle
">4️⃣ players from #Odisha have been selected in the Indian squad for the IWAS Wheelchair Fencing World Cup, scheduled to be held in #Thailand from 19-22 May 2022.
— Odisha Sports (@sports_odisha) April 30, 2022
They are:
➡️ Pujaswini Nayak
➡️ Prafulla Kumar Khandayatray
➡️ Rakhal Kumar Sethy
➡️ V Ramesh Rao
Congratulations! pic.twitter.com/9OJ5GsjJle4️⃣ players from #Odisha have been selected in the Indian squad for the IWAS Wheelchair Fencing World Cup, scheduled to be held in #Thailand from 19-22 May 2022.
— Odisha Sports (@sports_odisha) April 30, 2022
They are:
➡️ Pujaswini Nayak
➡️ Prafulla Kumar Khandayatray
➡️ Rakhal Kumar Sethy
➡️ V Ramesh Rao
Congratulations! pic.twitter.com/9OJ5GsjJle
ଥାଇଲାଣ୍ଡରେ ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ବକପ୍ ପାଇଁ ଓଡ଼ିଶା ପକ୍ଷରୁ ପୂଜାସ୍ବିନୀ ନାୟକ, ଭି. ରମେଶ ରାଓ, ରାଖାଲ କୁମାର ସେଠୀ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ଏହି ୪ କ୍ରୀଡ଼ାବିତ୍ ହରିୟାଣାରେ ୟୋଜିତ ହେବାକୁ ଥିବା ଜାତୀୟ ହ୍ବିଲ୍ ଚେୟାର ଫେନ୍ସିଂ ଶିବିରରେ ନିଜର କମାଲ ଦେଖାଇବେ । ଏଥିରେ ବିଭିନ୍ନ ରାଜ୍ୟର ମୋଟ ୧୮ ଜଣ ଖେଳାଳି ଭାଗ ନେବେ ।
ତେବେ ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ବକପ୍ରେ ୪ ଓଡ଼ିଆ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡ଼ିଶା ପାରା ସ୍ପୋର୍ଟସ୍ ସଂଘ । ସେପଟେ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସାମିଲ ହେବାପରେ ଖୁସି ଜାହିର କରିଛନ୍ତି ୪ ଓଡ଼ିଆ କ୍ରୀଡ଼ାବିତ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ