ETV Bharat / sports

ଆରପାରିରେ ଭାରତୀୟ ଟେବୁଲ ଟେନିସର ଦ୍ରୋଣାଚାର୍ଯ୍ୟ ଭବାନୀ ମୁଖାର୍ଜୀ

ପୂର୍ବତନ ଭାରତୀୟ ଟେବୁଲ ଟେନିସ ଜାତୀୟ ଦଳର କୋଚ ଭବାନୀ ମୁଖାର୍ଜୀଙ୍କର 68 ବର୍ଷ ବୟସରେ ଆଜି ହେହାନ୍ତ ଘଟିଛି ।

ଦ୍ରୋଣାଚାର୍ଯ୍ୟ ଭବାନି ମୁଖାର୍ଜୀ
ଦ୍ରୋଣାଚାର୍ଯ୍ୟ ଭବାନି ମୁଖାର୍ଜୀ
author img

By

Published : Dec 6, 2019, 6:30 PM IST

ଚଣ୍ଡିଗଡ: ଭାରତୀୟ ଟେବୁଲ ଟେନିସ ଜଗତ ପାଇଁ ଅପୂରଣୀୟ କ୍ଷତି । ପୂର୍ବତନ ଜାତୀୟ କୋଚ ଭବାନୀ ମୁଖାର୍ଜୀଙ୍କର ଆଜି ହେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା । ସେ ପାକସ୍ଥଳୀ ଜନିତ ରୋଗରେ ପୀଡିତ ଥିଲେ ବୋଲି ଭାରତୀୟ ଟେବୁଲ ଟେନିସ ଫେଡେରେସନର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

କୋଚିଂରେ ଡିପ୍ଳୋମା ପରେ ସେ ପଟିଆଲାରେ ଥିବା ନ୍ୟାସନାଲ ସ୍ପୋର୍ଟସ ଇଷ୍ଟିଚ୍ୟୁଟ (NIS)ରେ ଯୋଗ ଦେଇଥିଲେ । ଏହାପରେ ମୁଖ୍ୟ କୋଚ ଭାବେ ଏନଆଇସ ପଟିଆଲାରେ କାର୍ଯ୍ୟ କରିଥିଲେ । ତେବେ 2010 ରାଜ୍ୟଗୋଷ୍ଠୀ କ୍ରୀଡା ପରେ ଭାରତୀୟ ଟେବୁଲ ଟେନିସ ଜାତୀୟ ଦଳର ଦୀର୍ଘ ସମୟ ଧରି କୋଚ ରହିଥିଲେ । 2012ରେ ସେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.