ETV Bharat / sports

ପରଲୋକରେ ଭାରତର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ, କ୍ରୀଡା ମନ୍ତ୍ରୀଙ୍କ ଶୋକ ପ୍ରକାଶ - Dingko Singh passes away

ଦୀର୍ଘ ଦିନର ଅସୁସ୍ଥତା ପରେ ଭାରତର ପୂର୍ବତନ ବକ୍ସର ତଥା ଏସୀୟ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଡିଙ୍ଗକୋ ସିଂଙ୍କର ପରଲୋକ । ମୃତ୍ୟୁବେଳକୁ ତାଙ୍କୁ 42 ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

ପୂର୍ବତନ ବକ୍ସର ଡିଙ୍ଗକୋ ସିଂ
ପୂର୍ବତନ ବକ୍ସର ଡିଙ୍ଗକୋ ସିଂ
author img

By

Published : Jun 10, 2021, 11:18 AM IST

Updated : Jun 10, 2021, 12:25 PM IST

ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଭାରତର ପୂର୍ବତନ ବକ୍ସର ତଥା ଏସୀୟ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଡିଙ୍ଗକୋ ସିଂଙ୍କର ପରଲୋକ। ମୃତ୍ୟୁବେଳକୁ ତାଙ୍କୁ 42 ବର୍ଷ ବୟସ ହୋଇଥିଲା। ଭାରତ ସର୍ବୋତ୍ତମ ବକ୍ସରମାନଙ୍କ ମଧ୍ୟରୁ ଡିଙ୍ଗକୋ ଜଣେ, ସେ 1998 ବ୍ୟାଙ୍କକ ଏସୀୟ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

  • My sincerest condolences on this loss May his life's journey & struggle forever remain a source inspiration for the upcoming generations. I pray that the bereaved family finds the strength to overcome this period of grief & mourning 🙏🏽 #dinkosingh

    — Vijender Singh (@boxervijender) June 10, 2021 " class="align-text-top noRightClick twitterSection" data=" ">

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ଡିଙ୍ଗକୋଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଭାରତରେ ଏହି କ୍ରୀଡା ପାଇଁ କ୍ରେଜ୍ ସୃଷ୍ଟି କରାଇଥିବା ବକ୍ସରଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି କ୍ରୀଡା ମନ୍ତ୍ରୀ । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ ସେ ଜଣେ ଉଲ୍ଲେଖନୀୟ ବକ୍ସର ଯିଏ ଅନେକ ପୁରସ୍କାର ଅର୍ଜନ କରିଥିଲେ ଏବଂ ବକ୍ସିଂର ଲୋକପ୍ରିୟତାକୁ ବଢାଇବାରେ ମଧ୍ୟ ସହଯୋଗ କରିଥିଲେ । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ’ ।

  • I’m deeply saddened by the demise of Shri Dingko Singh. One of the finest boxers India has ever produced, Dinko's gold medal at 1998 Bangkok Asian Games sparked the Boxing chain reaction in India. I extend my sincere condolences to the bereaved family. RIP Dinko🙏 pic.twitter.com/MCcuMbZOHM

    — Kiren Rijiju (@KirenRijiju) June 10, 2021 " class="align-text-top noRightClick twitterSection" data=" ">

ଭାରତର ପେସାଦାର ବକ୍ସିଂ ସୁପରଷ୍ଟାର ବିଜୟନ୍ଦର ସିଂ କହିଛନ୍ତି ଯେ ଡିଙ୍ଗକୋଙ୍କ ଜୀବନ ଯାତ୍ରା ଏବଂ ସଂଗ୍ରାମ ଚିରଦିନ ପାଇଁ ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟ ଗୁରୁବାର ବକ୍ସରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଡିଙ୍ଗକୋ ସିଂ ମେ 2020 ରେ କୋରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କର ଯକୃତ କର୍କଟ ଚିକିତ୍ସା ପାଇଁ ଇମ୍ଫାଲରୁ ଦିଲ୍ଲୀକୁ ଅଣାଯାଇଥିଲା ।

  • Shri Dingko Singh was a sporting superstar, an outstanding boxer who earned several laurels and also contributed to furthering the popularity of boxing. Saddened by his passing away. Condolences to his family and admirers. Om Shanti.

    — Narendra Modi (@narendramodi) June 10, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 10, 2021, 12:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.