ETV Bharat / sports

ଅଗଷ୍ଟ ୧୪ରୁ ଅଲ୍ଟିମେଟ ଖୋ ଖୋ, ଭାଗ ନେବେ ଓଡିଶା ସମେତ 6 ଦଳ - ପୁଣେଠାରେ ଆରମ୍ଭ ହେବ ଅଲ୍ଟିମେଟ ଖୋ ଖୋ ଲିଗ

ଅଲ୍ଟିମେଟ ଖୋ ଖୋର ପ୍ରଥମ ସିଜିନ ଅଗଷ୍ଟ ୧୪ ତାରିଖରୁ ମହାରାଷ୍ଟ୍ରର ପୁଣେଠାରେ ଆରମ୍ଭ ହେବ । ଏହି ଅଲ୍ଟିମେଟ ଖୋ ଖୋର ପ୍ରଥମ ସିଜିନରେ ୬ଟି ଦଳ ଭାଗ ନେବେ । ପ୍ରଥମ ସିଜିନରେ ଖୋ ଖୋର ୩୪ଟି ଲିଗ ମ୍ୟାଚ ଖେଳାଯିବ ।

ଅଗଷ୍ଟ ୧୪ରୁ ଅଲ୍ଟିମେଟ ଖୋ  ଖୋ ଆରମ୍ଭ
ଅଗଷ୍ଟ ୧୪ରୁ ଅଲ୍ଟିମେଟ ଖୋ ଖୋ ଆରମ୍ଭ
author img

By

Published : Jul 14, 2022, 7:52 AM IST

ହାଇଦ୍ରାବାଦ: ଆଗକୁ ଅଲ୍ଟିମେଟ ଖୋ ଖୋର ପ୍ରତିଯୋଗିତା ପୁଣେରେ ଆରମ୍ଭ ହେବାକୁ ଯାଉଛି । ଏହି ଅଲ୍ଟିମେଟ ଖୋ ଖୋର ପ୍ରଥମ ସିଜିନରେ ୬ଟି ଦଳ ଭାଗ ନେବେ । ଅଲ୍ଟିମେଟ ଖୋ ଖୋର ପ୍ରଥମ ସିଜିନ ଅଗଷ୍ଟ ୧୪ ତାରିଖରୁ ମହାରାଷ୍ଟ୍ରର ପୁଣେରେ ଆରମ୍ଭ ହେବ । ଏହି ଦଳ ଗୁଡିକ ହେଲା ଚେନ୍ନାଇ କ୍ବିକ ଗନ୍ସ, ଗୁଜୁରାଟ ଜାୟଣ୍ଟସ୍, ମୁମ୍ବାଇ ଖିଲାଡୀ, ଓଡିଶା ଜଗରନୋଟସ୍, ରାଜସ୍ଥାନ ୱାରିୟର୍ସ, ଏବଂ ତେଲୁଗୁ ଯୋଦ୍ଧା ଏହି ଛଅ ଟି ଦଳ ଅଲ୍ଟିମେଟ ଖୋ ଖୋର ପ୍ରଥମ ସିଜିନରେ ଭାଗ ନେବେ । ପ୍ରଥମ ସିଜିନରେ ୩୪ଟି ଖୋ ଖୋର ଲିଗ ମ୍ୟାଚ ଖେଳାଯିବ । ଖୋ ଖୋର ଲିଗ ମ୍ୟାଚ ଅନୁସାରେ ପ୍ରଥମ ସିଜିନରେ ପ୍ରତିଦିନ ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ ।

ଏନେଇସ ଅଲ୍ଟିମେଟ ଖୋ ଖୋର ସିଇଓ ତେନଜିଙ୍ଗ ନିୟୋଗୀ କହିଛନ୍ତି, ଅଲ୍ଟିମେଟ ଖୋ ଖୋର ପ୍ରଥମ ସିଜିନରେ ଖେଳିବାକୁ ଯାଉଥିବା ଏହି ୬ଟି ଦଳର ନେତୃତ୍ବ ନେଇ ଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ସହିତ ସୋନି ସ୍ପୋର୍ଟସ ନେଟୱାର୍କକୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି । ଯେଉଁମାନେ ଅଲ୍ଟିମେଟ ଖୋ ଖୋର ପ୍ରଥମ ସିଜିନ ମ୍ୟାଚ ପାଇଁ ସମର୍ଥନ କରିବା ସହିତ ବିଶ୍ବାସର ସହିତ କାମ କରୁଛନ୍ତି । ମୋର ଉଦ୍ଦେଶ୍ୟ ଭବିଷ୍ୟତରେ କିପରି ଏହି ଖୋ ଖୋ ଖେଳ ଆଗକୁ ବଢାଯାଇ ପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.