ଭୁବନେଶ୍ବର: ଆୟୋଜକ ଭାରତ ଶୁକ୍ରବାର ଭୁବନେଶ୍ବରରେ ଖେଳାଯାଇଥିବା ମ୍ୟାଚ୍ର ଦ୍ବିତୀୟାର୍ଦ୍ଧରେ ୩ଟି ଗୋଲ୍ ହରାଇବା ଫଳରେ ଗ୍ରୁପ ଏ'ରେ ନିଜର ଦ୍ବିତୀୟ ମ୍ୟାଚ୍ରେ ମରକ୍କୋ(MOROCCO) ଠାରୁ ୦-୩ରେ ପରାସ୍ତ ହୋଇଛି । ଏହି ପରାଜୟ ସହିତ ଟିମର ଫିଫା ମହିଳା ୧୭ ବର୍ଷରୁ କମ ବିଶ୍ବକପ ଟ୍ରଫି ଦୌଡରୁ (FIFA U-17 Women's World Cup) ବାଦ୍ ପଡିଛି । ଡେବ୍ୟୁ କରିଥିବା ମରକ୍କୋ ପାଇଁ ଏଲ ମଦାନୀ ୫୦ତମ ମିନିଟ୍ରେ, ଜସ୍ମିନ ଜୋହେର ୬୧ତମ ମିନିଟ୍ରେ ଓ ଚେରିଫ ଜେନାହ ୯୦+୧ ମିନିଟ୍ରେ ଗୋଲ୍ ସ୍କୋର୍ କରିଥିଲେ । ଏହା ସହାୟତାରେ ଟିମ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ।
-
🗣️ Head Coach Thomas Dennerby take questions from the media 🎙️at the post-match press conference yesterday after the match against Morocco at Bhubaneswar.
— Indian Football Team (@IndianFootball) October 15, 2022 " class="align-text-top noRightClick twitterSection" data="
Watch here 👇#INDMAR ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽️ pic.twitter.com/tcwrsVn2U6
">🗣️ Head Coach Thomas Dennerby take questions from the media 🎙️at the post-match press conference yesterday after the match against Morocco at Bhubaneswar.
— Indian Football Team (@IndianFootball) October 15, 2022
Watch here 👇#INDMAR ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽️ pic.twitter.com/tcwrsVn2U6🗣️ Head Coach Thomas Dennerby take questions from the media 🎙️at the post-match press conference yesterday after the match against Morocco at Bhubaneswar.
— Indian Football Team (@IndianFootball) October 15, 2022
Watch here 👇#INDMAR ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽️ pic.twitter.com/tcwrsVn2U6
ଭାରତ ମଧ୍ୟ ଆୟୋଜକ ଦେଶ ପାଇଁ ଯୋଗ୍ୟତା ଅର୍ଜନ କରି ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛି । ଘରୋଇ ଟିମ ମଙ୍ଗଳବାର ନିଜର ପ୍ରଥମ ମ୍ୟାଚ୍ରେ ଆମେରିକା ଠାରୁ ୦-୮ରେ ପରାଜିତ ହୋଇଥିଲା । ଏବେ ଭାରତୀୟ ଟିମର ସାମ୍ନା ୧୭ ଅକ୍ଟୋବରକୁ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ବ୍ରାଜିଲ୍ ସହ ହେବ । ମରକ୍କୋ ଏବେ ବି କ୍ବାର୍ଟର-ଫାଇନାଲ ରେସ୍ରେ ରହିଛି କାରଣ ଏହାର ଏବେ ୩ ପଏଣ୍ଟ ହୋଇସାରିଛି ।
-
India lose to Morocco by 3 second half goals in FIFA Under-17 Women’s World Cup match
— Indian Football Team (@IndianFootball) October 14, 2022 " class="align-text-top noRightClick twitterSection" data="
Read 👉 https://t.co/g8g68Cs8FE#INDMAR ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽ pic.twitter.com/NWgm1Gu2td
">India lose to Morocco by 3 second half goals in FIFA Under-17 Women’s World Cup match
— Indian Football Team (@IndianFootball) October 14, 2022
Read 👉 https://t.co/g8g68Cs8FE#INDMAR ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽ pic.twitter.com/NWgm1Gu2tdIndia lose to Morocco by 3 second half goals in FIFA Under-17 Women’s World Cup match
— Indian Football Team (@IndianFootball) October 14, 2022
Read 👉 https://t.co/g8g68Cs8FE#INDMAR ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽ pic.twitter.com/NWgm1Gu2td
ଟ୍ରଫି ବିଜେତା ଦାବିଦାର ବ୍ରାଜିଲ୍ ଓ ଆମେରିକା ଦିନରେ ଭୁବନେଶ୍ବରରେ ଖେଳାଯାଇଥିବା ଗ୍ରୁପର ଅନ୍ୟଏକ ମ୍ୟାଚ୍ରେ ୧-୧ରେ ଡ୍ର ଖେଳିଛନ୍ତି । ଫରେ ବ୍ରାଜିଲ ଓ ଆମେରିକା ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବାବେଳେ, ସମାନ ୪ ପଏଣ୍ଟ ଲେଖାଏଁ ହାସ କରିଛନ୍ତି । ମରକ୍କୋକୁ ମଙ୍ଗଳବାର ବ୍ରାଜିଲ ୦-୧ରେ ହରାଇଥିଲା । ଟିମ ଏବେ ଅକ୍ଟୋବର ୧୭ରେ ଆମେରିକା ସହ ଖେଳିବ ।
ମ୍ୟାଚ୍ ପରେ ଭାରତୀୟ ଟିମର କ୍ୟାପଟେନ ଆସ୍ତମ ଓରାଅନ କହିଛନ୍ତି, "ଆମେ କଡା ସଂଘର୍ଷ କରିଥିଲୁ ମାତ୍ର ପରାସ୍ତ ହେଲୁ । ଆମେ ବ୍ରାଜିଲ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରୟାସ କରିବୁ ।" ଟିମର ମୁଖ୍ୟ କୋଚ୍ ଥୋମାସ ଡେନର୍ବି କହିଛନ୍ତି, "ଏହି ପ୍ରଦର୍ଶନ ଆମେରିକା ବିପକ୍ଷ ମ୍ୟାଚ୍ ଠାରୁ ବହୁତ ଭଲ ଥିଲା । କିନ୍ତୁ ମ୍ୟାଚ୍ରେ ଡିଫେଣ୍ଡର ଓ ଗୋଲ୍କିପର କିଛି ତ୍ରୁଟି କରିଥିଲେ ଯେଉଁଥିପାଇଁ ମ୍ୟାଚ୍ର ଫଳାଫଳ ଆମ ସପକ୍ଷରେ ଗଲାନାହିଁ ।"