ETV Bharat / sports

ଆରମ୍ଭ ହେଲା 22ତମ ଜାତୀୟ ଫେନ୍ସିଂ ସବ ଜୁନିୟର ଚମ୍ପିୟାନସିପ - ଆରମ୍ଭ ହେଲା 22ତମ ଜାତୀୟ ଫେନ୍ସିଂ ସବ ଜୁନିୟର ଚମ୍ପିୟାନସିପ

କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେଲା 22ତମ ଜାତୀୟ ଫେନ୍ସିଂ ସବ ଜୁନିୟର ଚମ୍ପିୟାନସିପ । ସାରା ଦେଶର ବିଭିନ୍ନ ରାଜ୍ୟରୁ ଯୋଗ ଦେଇଛନ୍ତି କ୍ରୀଡାବିତ । ଅଧିକ ପଢନ୍ତୁ...

fencing championship in cuttack
ଆରମ୍ଭ ହେଲା 22ତମ ଜାତୀୟ ଫେନ୍ସିଂ ସବ ଜୁନିୟର ଚମ୍ପିୟାନସିପ
author img

By

Published : Mar 24, 2021, 1:54 PM IST

କଟକ: ଆରମ୍ଭ ହେଲା 22ତମ ଜାତୀୟ ଫେନ୍ସିଂ ସବ ଜୁନିୟର ଚମ୍ପିୟାନସିପ । ସାରା ଦେଶର ବିଭିନ୍ନ ରାଜ୍ୟରୁ ଯୋଗ ଦେଇଛନ୍ତି କ୍ରୀଡାବିତ । 3 ଦିନ ବ୍ୟାପୀ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିଅମରେ ଖେଳାଯିବ ।

ଆରମ୍ଭ ହେଲା 22ତମ ଜାତୀୟ ଫେନ୍ସିଂ ସବ ଜୁନିୟର ଚମ୍ପିୟାନସିପ

ଦେଶରୁ 450 ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ତେବେ କୋଭିଡ କଟକଣା ଆଧାରରେ ସମସ୍ତ ମ୍ୟାଚ ଖେଳାଯିବ । ବାହାର ରାଜ୍ୟରୁ ଆସିଥିବା ସମସ୍ତ ଖେଳାଳି ଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦାଖଲ ହୋଇଛି । ଏହାସହ ଏହି କ୍ରୀଡା ର ମୁଖ୍ୟ ଲକ୍ଷ ହେଉଛି ଅଲମ୍ପିକ । ଯାହା ନିଶ୍ଚୟ ଭାବରେ ଅନେକ ପ୍ରତିଯୋଗୀ ହାସଲ କରିବେ ବୋଲି ଆଶା ରଖିଛି ସଂଘ । ଅନ୍ୟପଟେ ବିଜୟୀ ପ୍ରତିଯୋଗି ମାନେ କୋଚିଂ କ୍ୟାମ୍ପ ରେ ରହିବେ ବୋଲି ସଂଘ ସ୍ପଷ୍ଟ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.