ହାଇଦ୍ରାବାଦ: ଇଟିଭି ଭାରତରେ ଭେଟେରାନ ଟେବୁଲ ଟେନିସ ଖେଳାଳି ସରଥ କମଲ । ସରଥ ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ 9ଥର ସିନିୟର ନ୍ୟାସନାଲ ଚମ୍ପିଆନ ରହି ରେକର୍ଡ କରିଛନ୍ତି । ପୂର୍ବରୁ 8ଥର ନ୍ୟାସନାଲ ଚମ୍ପିଆନ ହେବାର ରେକର୍ଡ କରିଥିଲେ କମଲେଶ ମେହଟ୍ଟା ।
![Sharath Kamal Exclusive](https://etvbharatimages.akamaized.net/etvbharat/prod-images/5932613_yuio.jpg)
ତେବେ ଏହି ସ୍ବତନ୍ତ୍ର ସାକ୍ଷାତକାରରେ ସରଥ କମଲ 2020 ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ନେଇ ଆଶାବାଦୀ ଅଛନ୍ତି । 2018ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସରଥ । ଟୋକିଓ ଅଲମ୍ପିକ୍ସରେ ଟେବୁଲ ଟେନିସ ଖେଳରେ ଭାରତର ସରଥଙ୍କ ଠାରୁ ଭାରତ ପଦକ ଆଶା ରହିଛି ।