ETV Bharat / sports

ETV BHARAT EXCLUSIVE: ଜର୍ମାନୀ ଯାଇ ନ ପାରିବାରୁ ଦୁଃଖିତ ଦୂତି - ଦୂତି

ପଞ୍ଜାବର ପଟିଆଲାରେ ଚାଲିଥିବା 5ମ ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ୍‌ରେ ସ୍ବର୍ଣ୍ଣ ଜିତିଲା ପରେ "ଇଟିଭି ଭାରତ"କୁ ଏକ ସ୍ବତନ୍ତ୍ର ଭିଡିଓ ମେସେଜ ପଠାଇଛନ୍ତି ଦୂତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
author img

By

Published : Aug 16, 2019, 11:44 PM IST

ଭୁବନେଶ୍ବର: ଶୁକ୍ରବାର 5ମ ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ୍‌ର 100 ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଦୌଡରାଣୀ ଦୂତି ଚାନ୍ଦ । 11.42 ସେକେଣ୍ଡରେ ପୋଡିୟମ ଶେଷ କରି ସେ ପୁଣିଥରେ ଜାତୀୟସ୍ତରରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ତେବେ ପଞ୍ଜାବର ପଟିଆଲାରେ ଚାଲିଥିବା ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲା ପରେ "ଇଟିଭି ଭାରତ"କୁ ଏକ ସ୍ବତନ୍ତ୍ର ଭିଡିଓ ମେସେଜ ପଠାଇଛନ୍ତି ଦୂତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଦୂତି କହିଛନ୍ତି, 5ମ ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ୍‌ରେ ମୋର ପ୍ରଦର୍ଶନ ଭଲ ରହିଲା । ଆଗାମୀ ପ୍ରତିଯୋଗିତା ଲକ୍ଷ୍ନୋରେ ରହିଛି । ଯାହା ପାଇଁ ମୁଁ ନିଜକୁ ପ୍ରସ୍ତୁତି କରୁଛି । ମାତ୍ର ୟୁରୋପିଆନ ଦେଶରେ ତଥା ଜର୍ମାନୀରେ ମୋର ଖେଳିବାର ଯେଉଁ ଇଚ୍ଛା ଥିଲା ତାହା ମଉଳି ଯାଇଛି । ଭିସା ନ ମିଳିବାରୁ ମୁଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପାରୁନାହିଁ । ଏଥି ଲାଗି ସେ ଖୁବ କଷ୍ଟ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

ଏଠାରେ ସୂଚନାଥାଉକି, ଜର୍ମାନୀରେ ଅନୁଷ୍ଠିତ ହେଇଥିବା ଆଇଆଇଏଫ ଗେମ୍ସରେ ଦୂତି ମାନୋନିତ ହେବା ସତ୍ତ୍ବେ ଭିସା ନ ମିଳିବାରୁ ସେ ପ୍ରତିଯୋଗିତାରେ ଭାଗ ନେଇ ପାରିଲେ ନାହିଁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Exclusive ଜର୍ମାନୀ ନ ଯାଇ ପରିବାରୁ ଦୁତି ଏବେ ବି ଦୁଃଖିତBody:ଜର୍ମାନୀ ନ ଯାଇ ପରିବାରୁ ଦୁତି ଏବେ ବି ଦୁଃଖିତ ଅଛନ୍ତି ଦୁତି। ଇଟିଭି ଭାରତ କୁ ପଠାଇ ଥିବା ଭିଡ଼ିଓ ରେ ଦୁତି ଏହା ସ୍ପଷ୍ଟ କରି କହିଛନ୍ତି। ଏଠି ସୂଚନା ଥାଉ ଯେ ଜର୍ମାନୀ ରେ ହେଇ ଥିବା ଆଇ ଆଇ ଏଫ ଗେମ ରେ ଦୁତି ମାନେନିତ ହୋଇଥିଲେ ଶୁଦ୍ଧା ଭିସା ନ ମିଳିବାରୁ ସେ ଜାଇ ପାରିଲେ ନାହିଁ। ଅନ୍ୟ ପଟେ ଦୂତୀ ଇଣ୍ଡିଆନ ଗ୍ରାଣ୍ଡ ପିକ୍ସର ଗେମ ରେ ଆଜି ପୁଣି ଏକ ସ୍ଵର୍ଣ ହାସଲ କରି ଥିବା ପରେ ଆମକୁ ତାଙ୍କର ପ୍ରତିକ୍ରିୟା ମିଳିଛି। ଆଗକୁ ନିଜର ଟାଇମିଙ୍ଗ କୁ ନେଇ ସେ ଆହୁରୀ ଭଲ କରିବେ ବୋଲି କହିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.