ETV Bharat / sports

East Zone Badminton: ଝାଡଖଣ୍ଡର ଦୁମକାରେ ଇଷ୍ଟ ଜୋନ ବ୍ୟାଡମିଣ୍ଟନ ଉଦ୍‌ଘାଟିତ - ଦୁମକା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଝାଡଖଣ୍ଡର ଦୁମକାରେ ଇଷ୍ଟ ଜୋନ ବ୍ୟାଡମିଣ୍ଟନ ଉଦ୍‌ଘାଟିତ । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ଓଡିଶା ଓ ପଶ୍ଚିମବଙ୍ଗର ୧୫୦ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ

east zone badminton tournament in dumka national and international level players will participate
East Zone Badminton: ଝାଡଖଣ୍ଡର ଦୁମକାରେ ଇଷ୍ଟ ଜୋନ ବ୍ୟାଡମିଣ୍ଟନ ଉଦ୍‌ଘାଟିତ
author img

By

Published : Mar 29, 2022, 10:54 PM IST

ଦୁମକା(ଝାଡଖଣ୍ଡ): ଜିଲ୍ଲାରେ ଆରମ୍ଭ ହୋଇଛି ଇଷ୍ଟ ଜୋନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ସ୍ଥାନୀୟ ବିଧାୟକ ବସନ୍ତ ସୋରେନ ବ୍ୟାଡ୍‌ମିଣ୍ଟନ ଖେଳି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଛନ୍ତି । ଏଥିସହିତ ଜର୍ସି ଅନାବରଣ ମଧ୍ୟ କରିଛନ୍ତି । ଏହି ପ୍ରତିଯୋଗିତାରେ ଜାତୀୟ ଅନ୍ତର୍ଜାତୀୟ ସ୍ତରର ୧୫୦ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ସେହିପରି ୬ଟି ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ଓଡିଶା ଓ ପଶ୍ଚିମବଙ୍ଗର ୧୫୦ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ଉଦ୍‌ଘାଟନୀ ଉତ୍ସବରେ ଦୁମକା ଜିଲ୍ଲା ବ୍ୟାଡ୍‌ମିଣ୍ଟନ ସଂଘର ସଂରକ୍ଷକ ଓ ଡିଆଇଜି ସୁଦର୍ଶନ ପ୍ରସାଦ ମଣ୍ଡଳ ମଧ୍ୟ ଉପସ୍ଥିତ ରହିଥିଲେ । ଟୁର୍ଣ୍ଣାମେଣ୍ଟରେ ପୁରୁଷ ଏକକ, ମହିଳା ଏକକ, ପୁରୁଷ ଯୁଗଳ, ମହିଳା ଯୁଗଳ ଓ ମିଶ୍ରିତ ଯୁଗଳ ଇଭେଣ୍ଟରେ ମ୍ୟାଚ୍ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.