ETV Bharat / sports

ପ୍ରବାଦ ପୁରୁଷଙ୍କ ଜୟନ୍ତୀ: କଳିଙ୍ଗରେ କ୍ରୀଡା ମନ୍ତ୍ରାଳୟର ମିନି ମାରାଥନ - ମିନି ମାରାଥନ୍

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ୍ ଆୟୋଜିତ । ଅଧିକ ପଢନ୍ତୁ...

DSYS celebrated the BijuPatnaikJayanti at Kalinga Stadium by organising a Mini Marathon
ଦୌଡିଲା ଓଡିଶା: ପ୍ରବାଦ ପୁରୁଷଙ୍କ ଜନ୍ମଜୟନ୍ତୀ, କ୍ରୀଡା ମନ୍ତ୍ରାଳୟର ମିନି ମାରାଥନ
author img

By

Published : Mar 5, 2021, 4:07 PM IST

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ମିନି ମାରାଥନ୍ ଆୟୋଜିତ କରାଯାଇଥିଲା। କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଓ ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ଏହାର ଶୁଭାରମ୍ଭ କରିଥିଲେ । ଏହି ମାରାଥନରେ ରାଜ୍ୟର ଯୁବକ ଯୁବତୀ ସାମିଲ ହୋଇଥିଲେ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଯେ, ମାରାଥନ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ଓ ସରକାରଙ୍କ ଏସଓପି ପାଳନ କରାଯାଇଥିଲା ।

  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ମିନି ମାରାଥନ୍ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିଲା।
    ମାନ୍ୟବର କ୍ରୀଡା ମନ୍ତ୍ରୀ ଶ୍ରୀ @btushar02, ବିଭାଗର ପ୍ରମୁଖ ସଚିବ ଶ୍ରୀ @vishaldevk ଓ ପୂର୍ବତନ ଭାରତୀୟ ହକି ଅଧିନାୟକ ଶ୍ରୀ @DilipTirkey ଏହାର ଶୁଭାରମ୍ଭ କରିଥିଲେ। pic.twitter.com/koIDBuBsAq

    — Odisha Sports (@sports_odisha) March 5, 2021 " class="align-text-top noRightClick twitterSection" data=" ">

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ଅତିଥି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.