ETV Bharat / sports

ଏସିଆନ ତୀରନ୍ଦାଜ ଚମ୍ପିଆନସିପ: ବ୍ରୋଞ୍ଜ ଜିତିଲେ ଦୀପିକା-ଅତନୁ

author img

By

Published : Nov 25, 2019, 9:31 PM IST

ଏସିଆନ ତୀରନ୍ଦାଜ ଚମ୍ପିଆନସିପ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଲେ ଦୀପିକା କୁମାରୀ-ଅତନୁ ଦାସ ।

ଦୀପିକା-ଅତନୁ

କୋଲକାତା: ଏସିଆନ ତୀରନ୍ଦାଜ ଚମ୍ପିଆନସିପରେ ଚମକିଲେ ଦୀପିକା କୁମାରୀ-ଅତନୁ ଦାସ । ମିକ୍ସଡ ଇଭେଣ୍ଟରେ ଦୀପିକା ଓ ଅତନୁ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି । ଚୀନର ୟିଚାଇ ଝେଙ୍ଗ ଓ ସାକ୍ସନ ଓ୍ବେଇଙ୍କୁ ଭାରତୀୟ ଯୋଡି 6-2 ସେଟରେ ପରାସ୍ତ କରିଛନ୍ତି ।

Asian Archery Championships
ଫଟୋ ସୌଜନ୍ୟ: twitter@Media_SAI

ଅନ୍ୟତମ ଭାରତୀୟ ମିକ୍ସଡ ଯୋଡି ଅଭିଶେକ ବର୍ମା ଓ ଜ୍ୟୋତି ସୁରେଖା ବେନମ କୋରିଆର ଖେଳାଳି ଯୋଡିଙ୍କୁ 159-154 ପଏଣ୍ଟରେ ଏକତରଫା ହରାଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଗୁରୁବାର ହୋଇଥିବା ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଭାରତୀୟ ମହିଳା ତୀରନ୍ଦାଜ ଦମ ଦେଖାଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.