ହାଇଦ୍ରାବାଦ: ତୀରନ୍ଦାଜ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛନ୍ତି, ଅଲମ୍ପିଆନ ଅତନୁ ଦାସ ପତ୍ନୀ ଦୀପିକା କୁମାରୀ । ତୀରନ୍ଦାଜ ବିଶ୍ବକପ ପ୍ରଥମ ପର୍ଯ୍ୟାୟରେ ବ୍ୟକ୍ତିଗତ ପୁରୁଷ ଓ ମହିଳା ବର୍ଗର ଫାଇନାଲ ମୁକାବିଲାରେ ଉଭୟ ଲଢେଇ କରିବେ ।
-
On their return to international competition, @ArcherAtanu and @ImDeepikaK advance to the semifinals in the men's and women's recurve events respectively at the Archery World Cup in Guatemala City. They will play their semifinals and medal matches on Sunday.#ArcheryWorldCup pic.twitter.com/ddi8wa5D7K
— SAIMedia (@Media_SAI) April 22, 2021 " class="align-text-top noRightClick twitterSection" data="
">On their return to international competition, @ArcherAtanu and @ImDeepikaK advance to the semifinals in the men's and women's recurve events respectively at the Archery World Cup in Guatemala City. They will play their semifinals and medal matches on Sunday.#ArcheryWorldCup pic.twitter.com/ddi8wa5D7K
— SAIMedia (@Media_SAI) April 22, 2021On their return to international competition, @ArcherAtanu and @ImDeepikaK advance to the semifinals in the men's and women's recurve events respectively at the Archery World Cup in Guatemala City. They will play their semifinals and medal matches on Sunday.#ArcheryWorldCup pic.twitter.com/ddi8wa5D7K
— SAIMedia (@Media_SAI) April 22, 2021
ମିକ୍ସଡ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମ୍ୟାଚରେ ୟୁଏସଏକୁ ଭେଟିବ ଭାରତ । ଅନ୍ୟପଟେ ମେକ୍ସିକୋ ଓ ଜର୍ମାନୀ ମଧ୍ୟରେ ସ୍ବର୍ଣ୍ଣ ପଦକ ମ୍ୟାଚ ହେବ ।
ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଅତନୁ ଦମଦାର ପ୍ରଦର୍ଶନ କରିଥିଲେ । ରବିବାର ଏହି ଫର୍ମକୁ ବଳବତ୍ତର ରଖିପାରିଲେ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟ ହେବ ।
ସେହିପରି ମହିଳା ରିକର୍ଭ ସେମିଫାଇନାଲରେ ଦୀପିକା ମେକ୍ସିକୋର ଆଲେଜାନ୍ଦ୍ରା ଭାଲେନସିକାଙ୍କୁ ଭେଟିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ