ETV Bharat / sports

ସାଇକେଲିଂ ଚମ୍ପିଆନସିପ: ରୌପ୍ୟରେ ଅଭିଯାନ ଶେଷ କଲେ ସ୍ବାତୀ - ଓଡିଶା ଝିଅ ସ୍ବାତୀ ସିଂହ

ସୋମବାର ନୂଆ ଜାତୀୟ ରେକର୍ଡ ସହ ଓଡିଶାର ଷ୍ଟାର ସାଇକେଲିଷ୍ଟ ସ୍ବାତୀ ସିଂହ ଏଲିଟ ମହିଳା 3000 ମିଟର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଅଧିକ ପଢନ୍ତୁ...

cyclist swati singh finished her campaign with 3 medals including one gold at 72nd national track cycling championship
ସାଇକେଲିଂ ଚମ୍ପିଆନସିପ: ରୌପ୍ୟରେ ଅଭିଯାନ ଶେଷ କଲେ ସ୍ବାତୀ
author img

By

Published : Mar 30, 2021, 3:38 PM IST

ଭୁବନେଶ୍ବର: 72ତମ ସିନିୟର ନ୍ୟାସନାଲ ଟ୍ରାକ ସାଇକେଲିଂ ଚମ୍ପିଆନସିପରେ ଓଡିଶା ଝିଅ ସ୍ବାତୀଙ୍କ ଦମଦାର ପ୍ରଦର୍ଶନ । ମଙ୍ଗଳବାର ରାଜ୍ୟ ପାଇଁ ପୁଣି ଏକ ପଦକ ଜିତିଛନ୍ତି ସ୍ବାତୀ ସିଂହ ।

  • Swasti Singh has added one more medal to her kitty as she won Silver Medal in the 20 Km Point Race in the 72nd Senior National Track Cycling Championship at #Hyderabad.

    This is Swasti's third medal in this championship. Congratulations & wishing Swasti the best for her future. https://t.co/eDmTP8tsfw

    — Odisha Sports (@sports_odisha) March 30, 2021 " class="align-text-top noRightClick twitterSection" data=" ">

ପୂର୍ବରୁ ଓଡିଶାର ଷ୍ଟାର ସାଇକେଲିଷ୍ଟ ସ୍ବାତୀ ସିଂହ ଏଲିଟ ମହିଳା 3000 ମିଟର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।ସୋମବାର 3000 ମିଟର ବ୍ୟକ୍ତିଗତ ବର୍ଗ ପ୍ରତିଯୋଗିତାରେ 4:05.547 ସମୟରେ ପହଞ୍ଚି ନୂଆ ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ ।

  • Congratulations to #Odisha cyclist Swasti Singh for the new national record in her pet event-3000m Individual pursuit at the 72nd Sr. Natl. Track Cycling Championship in #Hyderabad.

    She finished her campaign with 3️⃣ medals which included 1️⃣ gold.

    Way to go Girl !@DMSundargarh pic.twitter.com/U38Okj9XZh

ମଙ୍ଗଳବାର 20 କିଲୋମିଟର ପଏଣ୍ଟ ରେସ୍‌ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି । ହାଇଦ୍ରାବାଦରେ ଜାରି ରହିଥିବା ଏହି ମେଗା ପ୍ରତିଯୋଗିତାରେ ଏହା ସ୍ବାତୀଙ୍କ ତୃତୀୟ ପଦକ ବିଜୟ । ପୂର୍ବରୁ ଗୋଟିଏ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ହାସଲ କରିସାରିଛନ୍ତି ସ୍ବାତୀ । ଫଳରେ ଦୁଇଟି ରୌପ୍ୟ ଓ ଗୋଟିଏ ସ୍ବର୍ଣ୍ଣ ପଦକ ସମେତ ମୋଟ 3ଟି ପଦକରେ ସାଇକେଲିଂ ଚମ୍ପିଆନସିପରେ ଅଭିଯାନ ଶେଷ କରିଛନ୍ତି ସ୍ବାତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.