ବର୍ମିଂହାମ(ଇଂଲଣ୍ଡ): ଚଳିତ କମନୱେଲ୍ଥ ଗେମ୍ସରେ 2022(Commonwealth Games 2022 ) ଭାରତୀୟ ପ୍ରୋତିଯୋଗୀଙ୍କ ବିଜୟୀ ପ୍ରଦର୍ଶନ ଜାରି । ବଢିଲା ଭାରତର ଆଉ ଏକ ପଦକ ଆଶା । ବର୍ତ୍ତମାନ ସୁଦ୍ଧା ଦେଶକୁ ୫ଟି ପଦକ ମିଳିସାରି ଥିବାବେଳେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହି ସାଇକେଲିଂ ଇଭେଣ୍ଟରେ ଫାଇନାଲରେ ପହଞ୍ଚିଛନ୍ତି ଭାରତର ବିଷଭଜିତ ସିଂ । ପୁରୁଷ ୧୫ କିଲୋମିଟର ସ୍କ୍ରାଚ ରେସରେ ବିଷଭଜିତ ଏହି ବିଜୟଲାଭ କରିଛନ୍ତି ।
-
#Cycling Update 🚨
— SAI Media (@Media_SAI) July 31, 2022 " class="align-text-top noRightClick twitterSection" data="
Men's 15km Scratch Race - Qualifying Round - Heat 2
Vishavjeet Singh finishes 5th; qualifying for the FINAL
Watch out for his Final tonight, 31st July at 11:12 PM#Cheer4India
#India4CWG2022 pic.twitter.com/xWJ2X8U4tv
">#Cycling Update 🚨
— SAI Media (@Media_SAI) July 31, 2022
Men's 15km Scratch Race - Qualifying Round - Heat 2
Vishavjeet Singh finishes 5th; qualifying for the FINAL
Watch out for his Final tonight, 31st July at 11:12 PM#Cheer4India
#India4CWG2022 pic.twitter.com/xWJ2X8U4tv#Cycling Update 🚨
— SAI Media (@Media_SAI) July 31, 2022
Men's 15km Scratch Race - Qualifying Round - Heat 2
Vishavjeet Singh finishes 5th; qualifying for the FINAL
Watch out for his Final tonight, 31st July at 11:12 PM#Cheer4India
#India4CWG2022 pic.twitter.com/xWJ2X8U4tv
ଆଜି ରବିବାର ରାତି ୧୧ଟା ୧୨ ମିନିଟରେ(ଭାରତୀୟ ସମୟ) ଖେଳାଯିବ ଏହି ଇଭେଣ୍ଟର ଫାଇନାଲ ମ୍ୟାଚ୍ । ଇଂଲଣ୍ଡର ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ତୃତୀୟ ଦିନ ସୁଦ୍ଧା ଭାରତ ପାଇଛି ୫ଟି ପଦକ । ଭାରୋତ୍ତଳନରେ ମୀରାବାଈ ଚାନୁ ଏବଂ ଜେରେମି ଲାଲରିନୁଙ୍ଗା ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଜିତିଛନ୍ତି । ସେହିପରି ସଙ୍କେତ ସରଗର ଏବଂ ବିଦ୍ୟାରାଣୀ ଦେବୀ ରୌପ୍ୟ ଜିତି ଥିବାବେଳେ ଗୁରୁରାଜା ପୂଜାରୀ କାଂସ୍ୟ ଆଣିଥିଲେ ।