ETV Bharat / sports

କୋରାନା ଭାଇରସ: 2022କୁ ଘୁଞ୍ଚିଲା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ - World Athletics Championships postponed

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ହାଇପ୍ରୋଫାଇଲ କ୍ରୀଡା ପ୍ରତିଯୋଗିତାର ସମୟସୂଚୀରେ ପରିବର୍ତ୍ତନ ହୋଇଛି । 2021 ଅଗଷ୍ଟରେ ହେବାକୁ ଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପକୁ 2022କୁ ଘୁଞ୍ଚାଇ ଦିଆଯାଇଛି ।

world-athletics championships postponed
କୋରାନା ଭାଇରସ: 2022କୁ ଘୁଞ୍ଚିଲା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ
author img

By

Published : Apr 9, 2020, 3:44 PM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ହାଇପ୍ରୋଫାଇଲ କ୍ରୀଡା ପ୍ରତିଯୋଗିତାର ସମୟସୂଚୀରେ ପରିବର୍ତ୍ତନ ହୋଇଛି । 2021 ଅଗଷ୍ଟରେ ହେବାକୁ ଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପକୁ 2022କୁ ଘୁଞ୍ଚାଇ ଦିଆଯାଇଛି ।

world-athletics championships postponed
2022କୁ ଘୁଞ୍ଚିଲା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ

ଟୋକିଓ ଅଲମ୍ପିକ 2020 ସମୟସୂଚୀରେ ପରିବର୍ତ୍ତନ କରାଯାଇ 2021ରେ ଆୟୋଜନ ପାଇଁ ନୂତନ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଫଳରେ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ସୂଚୀରେ ପରିବର୍ତ୍ତନ କରାଯାଇଛି । 15 ଜୁଲାଇ 2022ରୁ 24 ଜୁଲାଇ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତ ହେବାନେଇ ବିଶ୍ବ ଆଥଲେଟିକ୍ସ ଘୋଷଣା କରିଛି । ପୂର୍ବରୁ ଅଗଷ୍ଟ 6-24 2021 ବିଶ୍ବ ଆଥଲେଟିକ ଚମ୍ପିଆନସିପର ସମୟସୂଚୀ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.