ETV Bharat / sports

କୋରୋନା ଭାଇରସ ପ୍ରଭାବ: ଟୋକିଓ ଅଲମ୍ପିକ୍ସରୁ ଓହରିଲା କାନାଡା

author img

By

Published : Mar 23, 2020, 2:11 PM IST

ଟୋକିଓ ଅଲମ୍ପିକ୍ସରୁ ଓହରିଲା କାନାଡା । ମହାମାରୀ କୋରୋନା ଭାଇରସର ସଂକ୍ରମଣ ଭୟ ଯୋଗୁଁ 2020 ଟୋକିଓ ଅଲମ୍ପିକ୍ସରେ ଭାଗ ନେବାପାଇଁ, କାନାଡା ଅଲମ୍ପିକ କମିଟି ଦେଶର ଆଥଲେଟଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି ।

Coronavirus effect
କୋରୋନା ଭାଇରସ ପ୍ରଭାବ: ଟୋକିଓ ଅଲମ୍ପିକ୍ସରୁ ଓହରିଲା କାନାଡା

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍ସରୁ ଓହରିଲା କାନାଡା । ମହାମାରୀ କୋରୋନା ଭାଇରସର ସଂକ୍ରମଣ ଭୟ ଯୋଗୁଁ କାନାଡା ଅଲମ୍ପିକ କମିଟି ଦେଶର ଆଥଲେଟଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି ।

2020 ଅଲମ୍ପିକ୍ସ ଜାପାନର ଟୋକିଓରେ ଜୁଲାଇ 24ରୁ ଆରମ୍ଭ ନେଇ ସୂଚୀ ରହିଛି । ମାତ୍ର ବିଶ୍ୱବ୍ୟାପି କୋରୋନା ଭାଇରସର ସଂକ୍ରମଣତାକୁ ଦୃଷ୍ଟିରେ ରଖି କାନାଡା ଏହି ନିଷ୍ପତ୍ତି ନେଇଛି ।

ତେବେ କେବଳ କାନାଡା ନୁହେଁ ଏକାଧିକ ଦେଶର ଅଲମ୍ପିକ କମିଟି ଟୋକିଓ ଅଲମ୍ପିକ୍ସକୁ ସ୍ଥଗିତ କରିବାକୁ ଦାବି କରିଛନ୍ତି । ପୂର୍ବରୁ ୟୁଏସ ଟ୍ରାକ, ଫିଲ୍ଡ , ୟୁଏସ ସୁଇମିଂ, ୟୁକେ ଆଥଲେଟିକ୍ସ ସମେତ ଏକାଧିକ ନ୍ୟାସନାଲ ଅଲମ୍ପିକ କମିଟି ଏହି ଦାବି ଉଠାଇଛନ୍ତି ।

ତେବେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ସ୍ପଷ୍ଟ ଭାବେ ସ୍ଥଗିତ ନେଇ କୌଣସି ସୂଚନା ମିଳିନାହିଁ । ବିଶ୍ୱରେ ଏଯାବତ ମହାମାରୀ କୋରୋନା ଭାଇରସରେ 14,500ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ବିଶ୍ବରେ 338,747 ଜଣ ଲୋକେ ଏହି ଭାଇରସରେ ସଂକ୍ରମିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.