ETV Bharat / sports

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଡବଲ୍ସ ଇଭେଣ୍ଟରେ ଭାରତର ଦବଦବା

author img

By

Published : Jul 22, 2019, 7:52 PM IST

21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଶେଷ ଦିନରେ ପହଞ୍ଚିଛି । ଶେଷ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି ଭାରତୀୟ ଖେଳାଳି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କଟକ: 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଶେଷ ଦିନରେ ପହଞ୍ଚିଛି । ତେବେ ଶେଷ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି ଭାରତୀୟ ଖେଳାଳି । ପୁରୁଷ ଡବଲ୍ସ ଇଭେଣ୍ଟରେ ଭାରତର ମାନବ ଠକର ଓ ଆନଥୋନି ଅମଲରାଜ ଯୋଡି ଚାମ୍ପିଅନ ହୋଇ ସ୍ବର୍ଣ୍ଣ ହାତେଇଛନ୍ତି । ସେହିପରି ମହିଳା ଡବଲ୍ସରେ କ୍ରିତ୍ଵିକା ସିହ୍ନା ରାୟ ଓ ପି ସହଶ୍ର ବୁଦ୍ଧି ଚାମ୍ପିଆନ ହୋଇ ସ୍ବର୍ଣ୍ଣ ପଦକ ଜିତଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ଫାଇନାଲରେ ମାନବ ଠକର ଓ ଆନଥୋନି ଅମଲରାଜଙ୍କ ଯୋଡି ଭାରତର ଶରତ କମଲ ଓ ଜି ସତିଆନ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି । ସେହିପରି ମହିଳା ଡବଲ୍ସରେ କ୍ରିତ୍ଵିକା ସିହ୍ନା ରାୟ ଓ ପି ସହଶ୍ର ବୁଦ୍ଧିଙ୍କ ଯୋଡି ମୌସୁମୀ ପଲ ଓ ଶ୍ରୀଜା ଆକୁଲା ଯୋଡିକୁ ହରାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:21 ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ।ପୁରୁଷ ଡବଲସ ଇଭେଣ୍ଟରେ ଭାରତର ମାନବ ଠକର ଓ ଆନଥୋନି ଅମଲରାଜ ଯୋଡି ଚାମ୍ପିଅନ ହୋଇଛନ୍ତି।ଫାଇନାଲରେ ଏହି ଯୋଡି ଭାରତର ଶରତ କମଲ ଓ ଜି ସତିଆନ ଯୋଡ଼ିଙ୍କୁ ପରାସ୍ଥ କରିଛନ୍ତି।ସେହିପରି ମହିଳା ଡବଲସ ରେ କ୍ରିତ୍ଵିକା ସିହ୍ନା ରାୟ ଓ ପି ସହଶ୍ର ବୁଦ୍ଧି ଚାମ୍ପିଆନ ହୋଇଛନ୍ତି।ଏହି ଯୋଡି ମୌସୁମୀ ପଲ ଓ ଶ୍ରୀଜା ଆକୁଲା ଯୋଡି କୁ ହରାଇଛନ୍ତି।

ବାଇଟ - ପୂଜା ସହଶ୍ର ବୁଦ୍ଧି,ଡବଲସ ଚାମ୍ପିଆନ।
ବାଇଟ - ମାନବ ଠକର,ଡବଲସ ଚାମ୍ପିଅନ।

Body:no neef

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.