ଭୁବନେଶ୍ବର: 72ତମ ସିନିୟର ନ୍ୟାସନାଲ ଟ୍ରାକ ସାଇକେଲିଂ ଚମ୍ପିଆନସିପରେ ଓଡିଶା ଝିଅଙ୍କ କମାଲ । ଓଡିଶାର ଷ୍ଟାର ସାଇକେଲିଷ୍ଟ ସ୍ବାତୀ ସିଂହ ଏଲିଟ ମହିଳା 3000 ମିଟର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
-
Congratulations #Odisha's star cyclist Swasti Singh on winning the gold medal at the 72nd Sr. National Track Cycling Championship in #Hyderabad with a new national record timing. Wishing her the best for the future.https://t.co/rqdEXd6Qoe
— Naveen Patnaik (@Naveen_Odisha) March 29, 2021 " class="align-text-top noRightClick twitterSection" data="
">Congratulations #Odisha's star cyclist Swasti Singh on winning the gold medal at the 72nd Sr. National Track Cycling Championship in #Hyderabad with a new national record timing. Wishing her the best for the future.https://t.co/rqdEXd6Qoe
— Naveen Patnaik (@Naveen_Odisha) March 29, 2021Congratulations #Odisha's star cyclist Swasti Singh on winning the gold medal at the 72nd Sr. National Track Cycling Championship in #Hyderabad with a new national record timing. Wishing her the best for the future.https://t.co/rqdEXd6Qoe
— Naveen Patnaik (@Naveen_Odisha) March 29, 2021
ଏଥିସହ 4: 05.547 ସମୟରେ ପହଞ୍ଚି ନୂଆ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି । ହାଇଦ୍ରାବାଦରେ ଜାରି ରହିଥିବା ଏହି ମେଗା ପ୍ରତିଯୋଗିତାରେ ଏହା ସ୍ବାତୀଙ୍କ ଦ୍ବିତୀୟ ପଦକ ବିଜୟ । ପୂର୍ବରୁ ରୌପ୍ୟରେ ଚମକିସାରିଛନ୍ତି ସ୍ବାତୀ ।
ସ୍ବାତୀ ସ୍ବର୍ଣ୍ଣ ପଦକ ଜିତିବା ସହ ଜାତୀୟ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେଁ ଯୁବ ସାଇକେଲିଷ୍ଟ ସ୍ବାତୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ସଫଳ କାମନା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ