ETV Bharat / sports

ଅଲମ୍ପିଆନ ପିଟି ଉଷାଙ୍କ ନାମରେ ସଙ୍ଗୀନ ଅଭିଯୋଗ - ଅଲମ୍ପିଆନ ପିଟି ଉଷା ନ୍ୟୁଜ

ଅଲମ୍ପିଆନ ପିଟି ଉଷାଙ୍କ ନାମରେ ସଙ୍ଗୀନ ଅଭିଯୋଗ । IPCର ଧାରା 420(ଠକେଇ ଓ କର୍ତ୍ତବ୍ୟରେ ଅବହେଳା) ଅଭିଯୋଗରେ ଭେଟେରାନ ଅଲମ୍ପିଆନଙ୍କ ସମେତ ଏକ ନିର୍ମାଣକାରୀ କମ୍ପାନୀର ଅନ୍ୟ 6 ଜଣଙ୍କ ନାମରେ ମାମଲା ରୁଜୁ । ଅଧିକ ପଢନ୍ତୁ

Cheating case registered against PT Usha, six others of construction firm
ଅଲମ୍ପିଆନ ପିଟି ଉଷାଙ୍କ ନାମରେ ସଙ୍ଗୀନ ଅଭିଯୋଗ
author img

By

Published : Dec 19, 2021, 5:05 PM IST

ଚେନ୍ନାଇ: ଅଲମ୍ପିଆନ ପିଟି ଉଷା(PT Usha)ଙ୍କ ନାମରେ ସଙ୍ଗୀନ ଅଭିଯୋଗ । IPCର ଧାରା 420(ଠକେଇ ଓ କର୍ତ୍ତବ୍ୟରେ ଅବହେଳା) ଅଭିଯୋଗରେ ଭେଟେରାନ ଅଲମ୍ପିଆନଙ୍କ ନାମରେ ମାମଲା ରୁଜୁ ହୋଇଛି । ଜେମ୍ମା ଜୋସେଫ ନାମଙ୍କ ଜଣେ ପୂର୍ବତନ ଆଥଲେଟ୍‌ ଥାନାରେ ଏହି ଅଭିଯୋଗ କରିଛନ୍ତି ।

ଜଣେ ବିଲ୍ଡରଙ୍କ ସମେତ ତାଙ୍କୁ ଠକିଥିବା ଅଭିଯୋଗରେ ଜେମ୍ମା ଜୋସେଫ ଦର୍ଶାଇଛନ୍ତି । ଅଭିଯୋଗ ଅନୁଯାୟୀ, କାଜିକୋଡ୍‌ ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଠାରୁ 1,012 ସ୍କ୍ବାୟର ଫୁଟ୍‌ର ଏକ ପ୍ଲଟ୍‌ ପିଟି ଉଷାଙ୍କୁ ଗ୍ୟାରେଣ୍ଟି ରଖି କିଣିଥିଲେ । ଏହି ପ୍ଲଟ୍‌ର ଦାମ ଥିଲା 46 ଲକ୍ଷ ଓ କିସ୍ତିରେ ସେ ଏହି ଟଙ୍କା ଶୁଝିଥିଲେ । ମାତ୍ର ଜେମ୍ମା ଅଭିଯୋଗ କରିଛନ୍ତି ଯେ ବିଲ୍ଡର ଜଣଙ୍କ ପ୍ଲଟ୍‌ର ପଞ୍ଜୀକରଣ ତାଙ୍କ ନାମରେ କରିବାକୁ ବିଳମ୍ବ କରୁଛନ୍ତି ।

ସବିଶେଷ ତଦନ୍ତ ପାଇଁ ଜିଲ୍ଲା ପୋଲିସ ମୁଖ୍ୟ(କାଜିକୋଡ୍‌ ସିଟି) ଏଭି ଜର୍ଜ ଜୋସେଫଙ୍କ ଦ୍ବାରା ଦାଖଲ ଅଭିଯୋଗ ପତ୍ରକୁ ଭେଲାୟିଲ ପୋଲିସକୁ ଦେଇଛନ୍ତି । କାଜିକୋଡ୍‌ ଭେଲାୟିଲ ପୋଲିସ ପିଟି ଉଷା ଓ ଏକ ନିର୍ମାଣକାରୀ କମ୍ପାନୀର ଅନ୍ୟ 6 ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Virat Kohli ଭଲ ଲାଗନ୍ତି ହେଲେ ସମସ୍ତଙ୍କ ସହ ତାଙ୍କ ବିବାଦ ନିରାଶ କରିଛି: ଗାଙ୍ଗୁଲି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.