ETV Bharat / sports

ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନର ଘୋଷଣା: ଅକ୍ଟୋବରରେ ଥୋମାସ-ଉବର କପ ଫାଇନାଲ

ଅକ୍ଟୋବରରେ ହେବ ଥୋମାସ-ଉବର କପ ଫାଇନାଲ 2020 । ଏନେଇ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ଘୋଷଣା କରିଛି । ଅକ୍ଟୋବର 3-ରୁ 11 ପର୍ଯ୍ୟନ୍ତ ଡେନମାର୍କରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

author img

By

Published : Apr 30, 2020, 3:51 PM IST

BWF reshedules Thomas and Uber Cup Finals to October due to coronavirus pandemic
ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନର ଘୋଷଣା: ଅକ୍ଟୋବରରେ ଥୋମାସ-ଉବର କପ ଫାଇନାଲ

ହାଇଦ୍ରାବାଦ: ଅକ୍ଟୋବରରେ ହେବ ଥୋମାସ-ଉବର କପ ଫାଇନାଲ 2020 । ଏନେଇ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ଘୋଷଣା କରିଛି । ଅକ୍ଟୋବର 3-ରୁ 11 ପର୍ଯ୍ୟନ୍ତ ଡେନମାର୍କରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟକୁ କୋରୋନା ଭଇରସ ସଂକ୍ରମଣ ଭୟ ଯୋଗୁଁ ସ୍ଥଗିତ ରଖାଯାଇଥିଲା । ଡେନମାର୍କ ସରକାର ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଭିଡ ଉପରେ କଟକଣା ଲାଗୁ କରିଛନ୍ତି । ଫଳରେ ଖେଳାଳି, ଫ୍ୟାନ୍ସ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅକ୍ଟୋବରକୁ ଥୋମାସ-ଉବର କପ ଫାଇନାଲ 2020 ଆୟୋଜନ ନେଇ ସ୍ପଷ୍ଟ କରିଛନ୍ତି, BWF ସାଧାରଣ ସମ୍ପାଦକ ଥମାଲ ଲୁଇଣ୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.