ETV Bharat / sports

Odisha Open: କଟକ ପ୍ରସ୍ତୁତ, ମଙ୍ଗଳବାରଠୁ ବ୍ୟାଡ୍‌ମିଣ୍ଟନ ମହାସମର - ଓଡିଶା ବ୍ୟାଡମିଣ୍ଟନ ସଂଘ

ଆସନ୍ତାକାଲିଠୁ ଆରମ୍ଭ ହେବ BWF ଓଡିଶା ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। 18ଟି ଦେଶରୁ 350ରୁ ଉର୍ଦ୍ଧ୍ବ ଖେଳାଳି ଏହି ମେଗା ପ୍ରତିଯୋଗୀତାରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

Badminton association of Odisha optimistic of successful Odisha Open badminton
Odisha Open: କଟକ ପ୍ରସ୍ତୁତ, ମଙ୍ଗଳବାରଠୁ ବ୍ୟାଡ୍‌ମିଣ୍ଟନ ମହାସମର
author img

By

Published : Jan 24, 2022, 5:56 PM IST

କଟକ: ଆସନ୍ତାକାଲିଠୁ ଆରମ୍ଭ ହେବ BWF ଓଡିଶା ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। 18ଟି ଦେଶରୁ 350ରୁ ଉର୍ଦ୍ଧ୍ବ ଖେଳାଳି ଏହି ମେଗା ପ୍ରତିଯୋଗୀତାରେ ଭାଗ ନେଇଛନ୍ତି । ତେବେ ଏହା ମଙ୍ଗଳବାର (୨୫ ଜାନୁଆରୀ)ଠାରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହାମଧ୍ୟ ପଢନ୍ତୁ: BWF Odisha Open 2022: ଓଡିଶା ପାଇଁ ଲାଭଦାୟକ BWF ଓଡିଶା ଓପନ

ବିନା ଦର୍ଶକରେ ଖେଳାଯିବ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌ । COVID ସମୟରେ ପ୍ରତିଯୋଗିତା ଖେଳାଯାଉଥିବାରୁ ଖେଳାଳିଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ଓଡିଶାରୁ ମଧ୍ୟ କିଛି ଖେଳାଳି ରହିଛନ୍ତି । ଏହି ମେଗା ପ୍ରତିଯୋଗିତା ନିଶ୍ଚୟ ସଫଳ ହେବ ବୋଲି ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ ଓ କ୍ରୀଡାବିଭାଗ ଆଶାବାଦୀ ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.