ETV Bharat / sports

କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସକୁ ଫେରିଲେ ଦୌଡରାଣୀ ଦୂତୀ - କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ

ଅଭ୍ୟାସକୁ ଫେରିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ଦୀର୍ଘ ଦୁଇମାସ ଧରି ଲକଡାଉନରେ ଘରେ ରହିବା ପରେ ଟ୍ରାକରେ ନଜର ଆସିଛନ୍ତି ଦୂତୀ । ଏନେଇ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ବେଳର ଫଟୋ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ଦୂତୀ ।

Back in training, Dutee Chand finds it tough
କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସକୁ ଫେରିଲେ ଦୌଡରାଣୀ ଦୂତୀ
author img

By

Published : May 19, 2020, 5:06 PM IST

ଭୁବନେଶ୍ବର: ଅଭ୍ୟାସକୁ ଫେରିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ଦୀର୍ଘ ଦୁଇମାସ ଧରି ଲକଡାଉନରେ ଘରେ ରହିବା ପରେ ଟ୍ରାକରେ ନଜର ଆସିଛନ୍ତି ଦୂତୀ । ଏନେଇ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ବେଳର ଫଟୋ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ଦୂତୀ । ତେବେ ଏହା ଆହ୍ବାନପୂର୍ଣ୍ଣ ବୋଲି ଲେଖିଛନ୍ତି ଦୂତୀ ।

ଦୂତୀଙ୍କ ସହ ଅନ୍ୟତମ ଓଡିଆ ଆଥଲେଟ ଅମୀୟ ମଲ୍ଲିକଙ୍କ ମଧ୍ୟ ଦେଖିବାକୁ ମିଳିଛି । ପୁରୁଷ 100ମିଟର ଦୌଡରେ ଅମୀୟଙ୍କ ନାମରେ ନ୍ୟାସନାଲ ରେକର୍ଡ ରହିଛି ।

ଅଭ୍ୟାସ ବେଳେ 100 ମିଟର ଦୌଡ ଶେଷ କରିବାକୁ ପୂର୍ବରୁ 14 ସେକେଣ୍ଡ ଲାଗୁଥିଲା । ମାତ୍ର ଏବେ 22 ସେକେଣ୍ଡ ଲାଗୁଥିବା କହିଛନ୍ତି ଦୂତୀ । ଯାହା ବୟାନ କରୁଛି ଅଭ୍ୟାସ ବାଧାପ୍ରାପ୍ତ ହେବା ଦ୍ବାରା ପ୍ରଦର୍ଶନ ଉପରେ ମଧ୍ୟ ଏହାପର ନକରାତ୍ମକ ପ୍ରଭାବ ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.