ETV Bharat / sports

ବିବାଦୀୟ ଟ୍ବିଟ କରି ବିବାଦରେ ବବିତା - ନିଜାମୁଦ୍ଦିନ ଧର୍ମୀୟ ସଭା ବିବାଦୀୟ ଟ୍ବିଟ

ବିବାଦରେ କମନୱେଲ୍ଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ କୁସ୍ତି ଯୋଦ୍ଧା ବବିତା ଫୋଗଟ । ନିଜାମୁଦ୍ଦିନ ଧର୍ମୀୟ ସଭାରେ ଯୋଗଦେଇଥିବା ଲୋକଙ୍କୁ ନେଇ ବିବାଦୀୟ ଟ୍ବିଟ କରି ଅଡୁଆରେ ବବିତା ।

Babita phogat defends her 'illiterate pigs' tweet
ବିବାଦୀୟ ଟ୍ବିଟ କରି ବିବାଦରେ ବବିତା
author img

By

Published : Apr 6, 2020, 2:53 PM IST

ହାଇଦ୍ରାବାଦ: ବିବାଦରେ କମନୱେଲ୍ଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ କୁସ୍ତି ଯୋଦ୍ଧା ବବିତା ଫୋଗଟ । ନିଜାମୁଦ୍ଦିନ ଧର୍ମୀୟ ସଭାରେ ଯୋଗଦେଇଥିବା ଲୋକଙ୍କୁ ନେଇ ବିବାଦୀୟ ଟ୍ବିଟ କରି ଅଡୁଆରେ ବବିତା ।

Babita phogat defends her 'illiterate pigs' tweet
ବିବାଦୀୟ ଟ୍ବିଟ କରି ବିବାଦରେ ବବିତା

ବବିତା ନିଜର ଟ୍ବିଟର ଆକାଉଣ୍ଟରେ ଲେଖିଥିଲେ, ହୁଏତ ଏହା(କୋରୋନା ଭାଇରସ), ବାଦୁଡି ପକ୍ଷୀ ଦ୍ବାରା ସଂକ୍ରମିତ ହେଉଥିବ, ମାତ୍ର ଭାରତରେ କିଛି ଅଶିକ୍ଷିତ ଘୁଷୁରୀଙ୍କ ଦ୍ବାରା ଏହା ବ୍ୟାପୁଛି "। ଏହି ଟ୍ବିଟ ପରେ ବବିତାଙ୍କୁ କଡା ସମାଲୋଚନରା ଶୀକର ହେବାକୁ ପଡିଛି । ଏହାପରେ ସେହି ଟ୍ବିଟକୁ ବ୍ଳକ ଡିଲିଟ କରାଯିବା ସହ, ଟ୍ବିଟର ଆକାଉଣ୍ଟକୁ ବ୍ଳକ କରାଯାଇଛି । ମାତ୍ର ବବିତା ଫୋଗଟ ନିଜର ଟ୍ବିଟ ସହ ଏବେବି ରହିଥିବା ବୋଲି କହିଛନ୍ତି । ଏଥିସହିତ ନିଜ ଜୀବନକୁ ଖାତିର ନକରି କୋରୋନା ସଂକ୍ରମିତ ଲୋକଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରକୁ ପଥରମାଡ କରୁଥିବା ଲୋକଙ୍କୁ ଫାଶୀ ଦିଆଯିବା ଦରକାର ବୋଲ ବବିତା ଦାବି କରିଛନ୍ତି ।

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗଦେଇ ଫେରିଥିବା ଅଧିଂକାଶ ଲୋକ କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହେଉଥିବାବେଳେ, ଏହାକୁ ନେଇ ଦେଶ ତମାମ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ, ଦେଶରେ505 ନୂଆ କୋରୋନା ପଜିଟିଭ କେସ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.