ETV Bharat / sports

Australian Open: ଫାଇନାଲରେ ରାଫେଲ ନାଦାଲ - ଅଷ୍ଟ୍ରେଲିଆନ ଓପନ ୨୦୨୨

ଟେନିସ ସୁପରଷ୍ଟାର ରାଫେଲ ନାଦାଲ ସର୍ବକାଳୀନ ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜେତା ହେବାକୁ ଆଉ ମାତ୍ର ଦୁଇଟି ମ୍ୟାଚ୍‌ ଦୂରରେ ରହିଛନ୍ତି । ୩୫ ବର୍ଷୀୟ ସ୍ପାନିସ ଟେନିସ ଖେଳାଳି ଇଟାଲିଆନ ପାୱାର ମାଟ୍ଟେଓ ବେରେଟ୍ଟିନିଙ୍କୁ ସେମିଫାଇନାଲରେ ହରାଇ ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

Australian Open: Rafael Nadal beat Berrettini enters final for 21st major title
Australian Open: ଫାଇନାଲରେ ରାଫେଲ ନାଦାଲ
author img

By

Published : Jan 27, 2022, 10:55 PM IST

ମେଲବୋର୍ଣ୍ଣ: ଟେନିସ ସୁପରଷ୍ଟାର ରାଫେଲ ନାଦାଲ ସର୍ବକାଳୀନ ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜେତା ହେବାକୁ ଆଉ ମାତ୍ର ଦୁଇଟି ମ୍ୟାଚ୍‌ ଦୂରରେ ରହିଛନ୍ତି । ପ୍ରତିନ୍ଦ୍ବନ୍ଦ୍ବୀ ନୋଭାକ ଜୋକଭିକ ଓ ରୋଜର ଫେଡେରରଙ୍କୁ ପଛରେ ପକାଇବାକୁ ଯାଉଛନ୍ତି ନାଦାଲ । ଅଷ୍ଟ୍ରେଲିଆନ ଓପନ ୨୦୨୨ ଟାଇଟେଲ ଜିତିଲେ ନାଦାଲ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟେଲ ଜିତିବାର ରେକର୍ଡ କରିବେ ।

୩୫ ବର୍ଷୀୟ ସ୍ପାନିସ ଟେନିସ ଖେଳାଳି ଇଟାଲିଆନ ପାୱାର ମାଟ୍ଟେଓ ବେରେଟ୍ଟିନିଙ୍କୁ ସେମିଫାଇନାଲରେ ହରାଇ ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ପାଇଁ ଫାଇନାଲରେ ନାଦାଲଙ୍କ ମୁକାବିଲା ଡାନିଲ ମେଡେଭେଡେବ କିମ୍ବା ଷ୍ଟିଫନସ ତିସିସପାସଙ୍କ ସହ ହେବ ।

ଏହାମଧ୍ୟ ପଢନ୍ତୁ: ISL: ଓଡିଶା ଏଫସିର ଆଉ ଏକ ପରାଜୟ

ନାଦାଲଙ୍କ ଗ୍ରାଣ୍ଡସ୍ଲାମ ଟାଇଟେଲ: 20(ଫ୍ରେଞ୍ଚ୍‌ ଓପନ ୨୦୦୫, ୨୦୦୬, ୨୦୦୭, ୨୦୦୮, ୨୦୧୦, ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୧୮, ୨୦୧୯, ୨୦୨୦); ୱିମ୍ବଲଡନ(୨୦୦୮, ୨୦୧୦); ୟୁଏସ ଓପନ(2010, 2013, 2017, 2019) ଅଷ୍ଟ୍ରେଲିଆନ ଓପନ(୨୦୦୯) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.