ETV Bharat / sports

Asian Games 2023: ଭାରତକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା, ପିସ୍ତଲ ଇଭେଣ୍ଟରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ

author img

By ETV Bharat Odisha Team

Published : Sep 27, 2023, 9:27 AM IST

Updated : Sep 27, 2023, 11:18 AM IST

ଏସୀୟ କ୍ରୀଡ଼ାରେ ଚୀନରେ ଚମକିଲେ ଭାରତୀୟ କ୍ରୀଡାବିତ । 25 ମିଟର ପିସ୍ତଲ ମହିଳା ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ଏକକ ମହିଳା ବର୍ଗରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଅଧିକ ପଢ଼ନ୍ତୁ

Asian Games 2023
Asian Games 2023

ନୂଆଦିଲ୍ଲୀ: ଚୀନରେ ଉଡିଲା ତ୍ରିରଙ୍ଗା । 19ତମ ଏସୀୟ କ୍ରୀଡାର ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ଚୀନରେ ଚମକିଲେ ଭାରତୀୟ କ୍ରୀଡାବିତ । 25 ମିଟର ପିସ୍ତଲ ମହିଳା ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ଏହା ସହିତ ଭାରତର ପଦକ ସଂଖ୍ୟା 19ରେ ପହଞ୍ଚିଛି । ଯେଉଁଥିରେ 5ଟି ସ୍ବର୍ଣ୍ଣ ପଦକ ରହିଛି ।

  • 🏆 Triumph Beyond Measure! 🇮🇳🔫

    In the 25-meter Pistol Women's Team event, the formidable trio of @realmanubhaker, Sangwan Rhythm, and @singhesha10 secures India's pride with a GOLD medal finish! 🥇🔥

    Their exceptional precision and teamwork deserve a standing ovation! 🌟👏… pic.twitter.com/lh7q3t8inx

    — SAI Media (@Media_SAI) September 27, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Games: ଭାରତକୁ ଆଉ ଏକ ପଦକ, 50 ମିଟର ରାଇଫଲସ ମହିଳା ଟିମକୁ ରୌପ୍ୟ

ଚୀନକୁ ପଛରେ ପକାଇ 25 ମିଟର ପିସ୍ତଲ ମହିଳା ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ମନୁ ଭାକର, ରିଥମ ସାଙ୍ଗୱାନ ଓ ଇଶା ସିଂହ 25 ମିଟର ପିସ୍ତଲ ଇଭେଣ୍ଟରେ ଦମ୍‌ଦାର୍‌ ପ୍ରଦର୍ଶନ କରି ଭାରତକୁ 4ର୍ଥ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଏହି ଟିମ୍‌ ଇଭେଣ୍ଟରେ କମାଲ କରିଛନ୍ତି ଏହି 3 ଯୋଡ଼ି । 1759 ସ୍କୋର୍‌ କରି ପୋଡିୟମରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ଅନ୍ୟପଟେ 50ମିଟର ରାଇଫଲ୍ସ 3 ପୋଜିସନରେ ଭାରତକୁ ରୌପ୍ୟ ପଦକ ମିଳିଛି । ଅନ୍ୟପଟେ ବ୍ୟକ୍ତିଗତ 50ମିଟର ରାଇଫଲ ପୋଜିସନ 3ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି 22 ବର୍ଷୀୟ ସିପ୍ଟ କୌର ଶର୍ମା । ସେହିପରି 50ମିଟର ରାଇଫଲ ପୋଜିସନ 3ରେ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଅଶି ଚୌଧୁରୀ । ଅଶି ମୋଟ 3ଟି ମେଡାଲ ଜିତିଛନ୍ତି । ସେଥିରେ ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ରହିଛି । ସେହିପରି ପୁରୁଷ ସ୍କିଟରେ ବ୍ରେଞ୍ଜ ପଦକ ମିଳିଛି । ଏହି ଇଭେଣ୍ଟରେ ଗୁରୁଜୌତ ଅନନ୍ତଜିତ ଓ ଅଙ୍ଗଦବୀର ବ୍ରୋଞ୍ଚ ପଦକ ଜିତିଛନ୍ତି । ଭାରତୀୟ ଷ୍ଟାର ସୁଟର ଟୋକିଓ ଅଲମ୍ପିକ୍ସରେ ବିଫଳ ହୋଇଥିଲେ ମାତ୍ର ଏସୀୟ କ୍ରୀଡାରେ ସଫଳତା ହାସଲ କରିଛନ୍ତି ।

  • GOLD WITH A WORLD RECORD🥇🎯@SiftSamra puts up an impressive performance in the 50-meter Rifle 3 Positions Individual event and takes home the prestigious GOLD🥇with a World Record🥳

    Superb feat from the 22-year-old 🇮🇳 Shooter🫡 who has taken the country's gold count to 5️⃣… pic.twitter.com/3S86sVTYRP

  • AND ANOTHER BRONZE🥉🎯

    Outstanding performance by the 🇮🇳 Shooter, Ashi Chouksey finished 3️⃣rd in the Women's 50m Rifle 3 Positions Individual, winning India it's 8️⃣th bronze at the #AsianGames2022 ⚡🏅

    With this, Ashi has won a total of 3️⃣ medals (2🥈1 🥉) so far. Proud of you,… pic.twitter.com/IQhhdQyA6m

ଏହା ବି ପଢନ୍ତୁ...Asian Games 2023: ଭାରତକୁ ଆଉ 2 ପଦକ, ସେଲିଂରେ ନେହା ଠାକୁରଙ୍କୁ ରୌପ୍ୟ ସହ ଇବାଦଙ୍କୁ କାଂସ୍ୟ

ଚୀନର ହଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପଞ୍ଚମ ଦିନରେ ଭାରତକୁ ଏଯାବତ 2ଟି ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍‌ ପଦକ ମିଳିଛି । ଗତକାଲି 41 ବର୍ଷ ପରେ ଅଶ୍ବଚାଳନାରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲା ଭାରତ । ଏହା ସହିତ ସେଲିଂରେ ନେହା ଠାକୁର ରୌପ୍ୟ ଜିତିଥିବାବେଳେ ଇବାଦ ଅଲ୍ଲୀ କାଂସ୍ୟ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Asian Games 2023: 41ବର୍ଷ ପରେ ଅଶ୍ୱ ଚାଳନାରେ ଭାରତକୁ ସ୍ବର୍ଣ୍ଣ, ମୋଦି କହିଲେ ଗର୍ବର ସମୟ

ଆଜି ପଞ୍ଚମ ଦିନରେ 25ମିଟର ପିସ୍ତଲ ମହିଳା ଇଭେଣ୍ଟରେ ସ୍ବର୍ଣ୍ଣ, 50ମିଟର ରାଇପଲସ ରୌପ୍ୟ ପଦକ ସହ ଏଯାବତ ଭାରତ 5ଟି ସ୍ବର୍ଣ୍ଣ, 5ଟି ରୌପ୍ୟ ଓ 9ଟି ବ୍ରୋଞ୍ଜ୍‌ ପଦକ ସହ 19ଟି ପଦକ ପାଇ ଷଷ୍ଠ ସ୍ଥାନରେ ରହିଛି । ଏସୀୟ କ୍ରୀଡ଼ାରେ ଆଜି ଭାରତୀୟ ମହିଳା ହକି ଦଳ ସିଙ୍ଗାପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ । 94 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ 49 ପଦକ ସହ ଦକ୍ଷିଣ କୋରିଆ ଦ୍ବିତୀୟ ଓ 56 ପଦକ ସହ ଜାପାନ ତୃତୀୟ ସ୍ଥାନରେ ରହିଛନ୍ତି ।

Last Updated : Sep 27, 2023, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.