ETV Bharat / sports

ଏସିଆନ ବକ୍ସିଂ: ଫାଇନାଲରେ ପରାସ୍ତ ମେରୀ କମ୍‌, ରୌପ୍ୟରେ ସନ୍ତୁଷ୍ଟ - ଏସିଆନ ବକ୍ସିଂ

6 ଥର ବିଶ୍ବ ଚମ୍ପିଆନ ଏମ୍‌ସି ମେରୀ କମ୍‌ ଚଳିତ ଏସିଆନ ବକ୍ସିଂ ଚମ୍ପିଆନସିପ୍ ଫାଇନାଲରେ ପରାସ୍ତ । ଅଧିକ ପଢନ୍ତୁ...

Asian boxing: Marykom loses in 51kg final, settles for silver
ଏସିଆନ ବକ୍ସିଂ: ଫାଇନାଲରେ ପରାସ୍ତ ମେରୀ କମ୍‌, ରୌପ୍ୟରେ ସନ୍ତୁଷ୍ଟ
author img

By

Published : May 30, 2021, 8:54 PM IST

ଦୁବାଇ: 6 ଥର ବିଶ୍ବ ଚମ୍ପିଆନ ଏମ୍‌ସି ମେରୀ କମ୍‌ ଚଳିତ ଏସିଆନ ବକ୍ସିଂ ଚମ୍ପିଆନସିପ୍ ଫାଇନାଲରେ ପରାସ୍ତ ହୋଇଛନ୍ତି । ଫଳରେ ଟାଇଟେଲ ବିଜୟରୁ ବଞ୍ଚିତ ହୋଇଛନ୍ତି । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ 51 କିଲୋଗ୍ରାମ ବର୍ଗରେ କାଜାଖସ୍ତାନର ନେୟମ କେଜାଇବେଙ୍କ ଠାରୁ 2-3ରେ ପରାଜିତ ହେବା ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।

ଅଭିଜ୍ଞତାରେ 38 ବର୍ଷୀୟ ମେରୀ କମ ଢେର୍‌ ଆଗରେ ଥିଲେ ମଧ୍ୟ ବୟସରେ ପ୍ରାୟ 11 ବର୍ଷ ସାନ ନେୟମଙ୍କୁ ହରାଇବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ଟିମ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନେୟମ ।

କାଜାଖସ୍ତାନ ବକ୍ସର ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମର ରଣନୀତି ସହ ଖେଳିବା ସହ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଓ ଅଭିଜ୍ଞ ମେରୀଙ୍କୁ ମାତ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.