ମସ୍କଟ(ଓମାନ): ଚଳିତ ମହିଳା ଏସିଆ କପ୍ ହକି ଚମ୍ପିଆନସିପ୍ରେ ଟିମ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । କ୍ବାର୍ଟର-ଫାଇନାଲ ମୁକାବିଲାରେ ସିଙ୍ଗାପୁରକୁ ୯-୧ ଗୋଲ୍ରେ ହରାଇ( India beat Singapore) ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଜାପାନ ଠାରୁ ୦-୨ରେ ପରାଜୟ ପରେ ସବିତା ପୁନିଆଙ୍କ ନେତୃତ୍ବାଧୀନ ଟିମ ଦମଦାର କମବ୍ୟାକ୍ ସହ ଅବିଶ୍ବସନୀୟ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତୀୟ ମହିଳା ହକି ଟିମ ସ୍ପେନ୍ ଓ ନେଦରଲାଣ୍ଡ୍ସରେ ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ୨୦୨୨ FIH ମହିଳା ହକି ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
-
A fiery performance from #TeamIndia brings a great finish to the group matches🔥
— Hockey India (@TheHockeyIndia) January 24, 2022 " class="align-text-top noRightClick twitterSection" data="
SEMIS, we’re coming!⏳💙
🇮🇳 9:1 🇸🇬#IndiaKaGame #WAC2022 pic.twitter.com/xlbSl7JEEB
">A fiery performance from #TeamIndia brings a great finish to the group matches🔥
— Hockey India (@TheHockeyIndia) January 24, 2022
SEMIS, we’re coming!⏳💙
🇮🇳 9:1 🇸🇬#IndiaKaGame #WAC2022 pic.twitter.com/xlbSl7JEEBA fiery performance from #TeamIndia brings a great finish to the group matches🔥
— Hockey India (@TheHockeyIndia) January 24, 2022
SEMIS, we’re coming!⏳💙
🇮🇳 9:1 🇸🇬#IndiaKaGame #WAC2022 pic.twitter.com/xlbSl7JEEB
ଏହାମଧ୍ୟ ପଢନ୍ତୁ: ଆଜିଠୁ କଟକରେ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଉତ୍ସାହିତ ଆୟୋଜକ ଓ ଖେଳାଳି
-
The Indian Women's Hockey Team defeated #Singapore by 9-1 goals to cruise into the semifinals of the Women's Asian Cup 2022.#Odisha girl Mariana Kujur scored one goal for the team.
— Odisha Sports (@sports_odisha) January 24, 2022 " class="align-text-top noRightClick twitterSection" data="
Hearty Congratulations! 🙌
In 📸 - Mariana pic.twitter.com/5X1OIWh5cz
">The Indian Women's Hockey Team defeated #Singapore by 9-1 goals to cruise into the semifinals of the Women's Asian Cup 2022.#Odisha girl Mariana Kujur scored one goal for the team.
— Odisha Sports (@sports_odisha) January 24, 2022
Hearty Congratulations! 🙌
In 📸 - Mariana pic.twitter.com/5X1OIWh5czThe Indian Women's Hockey Team defeated #Singapore by 9-1 goals to cruise into the semifinals of the Women's Asian Cup 2022.#Odisha girl Mariana Kujur scored one goal for the team.
— Odisha Sports (@sports_odisha) January 24, 2022
Hearty Congratulations! 🙌
In 📸 - Mariana pic.twitter.com/5X1OIWh5cz
ମ୍ୟାଚ୍ ଆରମ୍ଭରୁ ଦୁଇଟି ଗୋଲ୍ ଭାରତ ବିପକ୍ଷରେ ପଡିବା ପରେ ଆକ୍ରମଣାତ୍ମକ ରଣନୀତି ସହ ଗୋଲ୍ ବର୍ଷା କରିଥିଲେ ଭାରତୀୟ ଖେଳାଳି । ଗୁରଜିତ କୌର ସର୍ବାଧିକ ୩ଟି ଗୋଲ୍(୮', ୩୭', ୪୮') ସହ hat-tricର ଅଧିକାରୀ ହୋଇଥିଲେ । ମୋନିକା(୬', ୧୭'), ଜ୍ୟୋତି (୪୩', ୫୮'), ବନ୍ଦନା କାଟାରିୟା(୮) ଓ ଓଡିଆ ଝିଅ ମାରିଆନା କୁଜୁର(୧୦') ଗୋଲ୍ ସ୍କୋର୍ କରିଥିଲେ । ସିଙ୍ଗାପୁର ପକ୍ଷରୁ ଏକମାତ୍ର ଗୋଲ୍ ଲି ମିନ ତୋହ ମ୍ୟାଚ୍ର ୪୩ତମ ମିନିଟ୍ରେ କରିଥିଲେ । ବୁଧବାର(ଜାନୁଆରୀ ୨୬) ଖେଳାଯିବାକୁ ଥିବା ସେମିଫାଇନାଲ ମୁକାବିଲାରେ ଭାରତ ସୁଲତାନ କାବୁସ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଦକ୍ଷିଣ କୋରିଆକୁ ଭେଟିବ ।
IANS