ବେଜିଂ: ଆରମ୍ଭ ହୋଇଛି ବେଜିଂ ଶୀତକାଳୀନ ଅଲମ୍ପିକ୍ସ ୨୦୨୨ । ଏକମାତ୍ର ଭାରତୀୟ ଆଥଲେଟ୍ ଭାବେ ଅରିଫ ଖାନ ଜାତୀୟ ପତାକା ଧରି ଦେଶର ପ୍ରତିନିଧିତ୍ବ କରିବା ସହ ଶୁକ୍ରବାର, ଫେବୃଆରୀ ୪ରେ ବେଜିଂ ଶୀତକାଳୀନ ଅଲମ୍ପିକ୍ସର ଉଦ୍ଘାଟନୀ ସମାରୋହରେ ଦେଶ ପରେଡରେ ସାମିଲ ହୋଇଛନ୍ତି । ଐତିହାସିକ ବାର୍ଡସ ନେଷ୍ଟ ଷ୍ଟାଡିୟମରେ ଏହି ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଷ୍ଟାଡିୟମରେ ୨୦୦୮ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଉଦଘାଟନୀ ସମରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
-
From Kashmir to the Olympics! Really proud to see #ArifKhan, the only athlete representing India at #Beijing2022 carry the tricolor high! pic.twitter.com/n3YGVsVsMd
— Abhinav A. Bindra OLY (@Abhinav_Bindra) February 4, 2022 " class="align-text-top noRightClick twitterSection" data="
">From Kashmir to the Olympics! Really proud to see #ArifKhan, the only athlete representing India at #Beijing2022 carry the tricolor high! pic.twitter.com/n3YGVsVsMd
— Abhinav A. Bindra OLY (@Abhinav_Bindra) February 4, 2022From Kashmir to the Olympics! Really proud to see #ArifKhan, the only athlete representing India at #Beijing2022 carry the tricolor high! pic.twitter.com/n3YGVsVsMd
— Abhinav A. Bindra OLY (@Abhinav_Bindra) February 4, 2022
ଏହାମଧ୍ୟ ପଢନ୍ତୁ: ଆଜିଠୁ ବେଜିଂରେ ଶୀତକାଳୀନ ଅଲମ୍ପିକ୍ସ: ଭାଗ ନେବେନି ଭାରତୀୟ ରାଷ୍ଟ୍ରଦୂତ
ଅରିଫ ଖାନ ଏକ ଲାଲ୍ ରଙ୍ଗର ସ୍ପୋର୍ଟିଂ ଜ୍ୟାକେଟ୍ ପିନ୍ଧିଛନ୍ତି ଓ କିଛି ସପୋର୍ଟ ଷ୍ଟାଫ୍ଙ୍କ ସହିତ ଉଦଘାଟନୀ ସମାରୋହରେ ଭାରତର ଜାତୀୟ ପତାକାର ବାହକ ରହିଛନ୍ତି । ବେଜିଂ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଟ୍ବିଟ୍ କରି ଶୀତକାଳୀନ ଅଲମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ବ କରିଥିବା ଅରିଫ ଖାନଙ୍କୁ ପ୍ରଶଂସା କରିଛନ୍ତି । ବିନ୍ଦ୍ରା ଲେଖିଛନ୍ତି କାଶ୍ମୀରରୁ ଅଲମ୍ପିକ୍ସ, ବାସ୍ତବିକ ଏହା ଦେଖି ଗର୍ବ ଅନୁଭବ ହେଉଛି, ଏକମାତ୍ର ଭାରତୀୟ ଆଥଲେଟ୍ ଭାବେ ବେଜିଂ ୨୦୨୨ରେ ତ୍ରିରଙ୍ଗା ବାହକ ହୋଇ ଦେଶର ପ୍ରତିନିଧିତ୍ବ କରିଛନ୍ତି । କାଶ୍ମୀରର ଅରିଫ ଖାନ ଜଣେ ଅଲପିନ୍ ସ୍କାଇର, ସେ ସ୍ଲାଲମ ଓ ଜିଆଣ୍ଟ ସ୍ଲାଲମ ଇଭେଣ୍ଟରେ ଫେବୃଆରୀ ୧୩ରୁ ୧୬ ମଧ୍ୟରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
-
The opening ceremony of the Beijing 2022 Winter Olympic Games begins at the National Stadium, also known as the Bird's Nest on February 4. The 31-year-old Alpine skier Arif Khan, the only entry from India, will compete in the Slalom and Giant Slalom events of the Beijing Olympics pic.twitter.com/OqfoL0ZYrb
— Rabi Sankar Bosu (@BosuRabi) February 4, 2022 " class="align-text-top noRightClick twitterSection" data="
">The opening ceremony of the Beijing 2022 Winter Olympic Games begins at the National Stadium, also known as the Bird's Nest on February 4. The 31-year-old Alpine skier Arif Khan, the only entry from India, will compete in the Slalom and Giant Slalom events of the Beijing Olympics pic.twitter.com/OqfoL0ZYrb
— Rabi Sankar Bosu (@BosuRabi) February 4, 2022The opening ceremony of the Beijing 2022 Winter Olympic Games begins at the National Stadium, also known as the Bird's Nest on February 4. The 31-year-old Alpine skier Arif Khan, the only entry from India, will compete in the Slalom and Giant Slalom events of the Beijing Olympics pic.twitter.com/OqfoL0ZYrb
— Rabi Sankar Bosu (@BosuRabi) February 4, 2022