ETV Bharat / sports

ବିଶ୍ବ ବକ୍ସିଂ ଚମ୍ପିଆନସିପ: ରୌପ୍ୟ ଜିତିଲେ ଅମିତ - ରୌପ୍ୟ ଜିତିଲେ ଅମିତ୍ ପଙ୍ଘାଲ

ବିଶ୍ବ ବକ୍ସିଂ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ଭାରତୀୟ ଷ୍ଟାର ବକ୍ସର ଅମିତ୍ ପଙ୍ଘାଲ ।

ଫଟୋ ସୌଜନ୍ୟ- ସୋସିଆଲ ମିିଡିଆ
author img

By

Published : Sep 21, 2019, 11:36 PM IST

ଏକାଟେରିନାବର୍ଗ (ଋଷ୍): ଶୁକ୍ରବାର ଇତିହାସ ରଚି ବିଶ୍ବ ବକ୍ସିଂ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଥିଲେ ପ୍ରଥମ ଭାରତୀୟ ବକ୍ସର ଅମିତ୍ ପଙ୍ଘାଲ । ମାତ୍ର ଶନିବାର ଫାଇନାଲ ମ୍ୟାଚରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ଅମିତ୍‌ । ସେ ଅଲିମ୍ପିକ୍ ଚମ୍ପିଆନ ଉଜବେକିସ୍ତାନର ଶାଖୋବିଦିନ୍ ଜୋଇରୋଭଙ୍କଠାରୁ 0-5ରେ ପରାସ୍ତ ହୋଇଛନ୍ତି ।

ତେବେ ଏହି ପ୍ରତିଯୋଗିତାରେ ସେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିଛନ୍ତି । ଏଥି ସହିତ ଚଳିତ ବର୍ଷ ଏହି ପ୍ରତିଯୋଗିତାରୁ ଭାରତକୁ ଦୁଇଟି ପଦକ ମିଳିଛି । ମନିଷ କୌଶିକ୍ (63 କେଜି) ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକ ହାତେଇଥିଲେ ।

ତେବେ ଏହା ଏସିଆନ୍ ଗେମ୍ସ ଓ ଏସିଆନ୍ ଚମ୍ପିଆନସିପ୍ ଗୋଲ୍ଡ ମେଡାଲିଷ୍ଟଙ୍କ ଅମିତଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.