ETV Bharat / sports

କଳିଙ୍ଗରେ ହେବ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା

author img

By

Published : Sep 12, 2019, 11:46 PM IST

ଓଡିଶା ପୋଲିସକୁ ମିଳିଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଆୟୋଜନ ଭାର। କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୬୮ ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ହେବ ୬୮ ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା । ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରାଯିବା ନେଇ ସୂଚନା ରହିଛି । ଭୁବନେଶ୍ବରରେ ହକି ପାଇଁ ପ୍ରଯ୍ୟାପ୍ତ ଭିତ୍ତିଭୂମି ଥିବା ଦୃଷ୍ଟିରୁ ସର୍ବଭାରତୀୟ ପୋଲିସ ନିୟନ୍ତ୍ରଣ ବୋର୍ଡ ଏହାର ଆୟୋଜନ ଭାର ଓଡିଶା ପୋଲିସକୁ ଅର୍ପଣ କରିଛି। ଜାତୀୟସ୍ତରୀୟ ଏହି ପ୍ରତିଯୋଗିତାରେ 30ଟି ଦଳ ଓ 600ରୁ ଉର୍ଦ୍ଧ୍ବ ଖେଳାଳି ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଓଡିଶା ପୋଲିସକୁ ମିଳିଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଆୟୋଜନ ଭାର। ଏହି ପ୍ରତିଯୋଗିତାକୁ ସଫଳ ଭାବେ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଆରକ୍ଷୀ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ଅଧକ୍ଷତାରେ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି। ଏହି ପ୍ରତିଯୋଗିତା ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।

ଏହି ପ୍ରତିଯୋଗିତାରେ ସାରା ଦେଶର ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳର ଦଳ ଗୁଡିକ ଅଂଶ ଗ୍ରହଣ କରିବେ। ଏହି ଜାତୀୟ ସ୍ଥାରର ପ୍ରତିଯୋଗିତାରେ ପାଖାପାଖି 30 ଗୋଟି ଦଳ ରହିଥିବା ବେଳେ 600ରୁ ଉର୍ଦ୍ଧ୍ବ ଖେଳାଳି ଅଂଶ ଗ୍ରହଣ କରିବେ। ପ୍ରତିଯୋଗିତାର ଆୟୋଜନ ପାଇଁ 50ରୁ ଅଧିକ କ୍ରୀଡା ପ୍ରଶାସକ ମଧ୍ୟ ଏଥିରେ ଯୋଗଦେବେ । ସମସ୍ତଙ୍କ ପାଇଁ ଉଚିତ ବ୍ୟବସ୍ଥା କରାଯିବ। ରାଜ୍ୟ ଆରକ୍ଷୀ ମହାନିର୍ଦେଶକଙ୍କ ପରାମର୍ଶ କ୍ରମେ ଏକ କମିଟି ଓ ଉପ କମିଟି ଗଠନ କରାଯିବ। ଡିଜି ବି.କେ ଶର୍ମା ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନାୟତୋଷ ମିଶ୍ର ପରିଚାଳନା କମିଟିର ଉପାଧ୍ୟକ୍ଷ ଓ ଆଇଜି ଅମିତାଭ ଠାକୁର ସମ୍ପାଦକ ଭାବେ କାର୍ଯ୍ୟ କରିବେ। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ବିନୟତୋଷ ମିଶ୍ର, ଆର ପି କୋଚେ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂହ, ଆଇଜି ରେଖା ଲୋହାନି, ଅମିତାଭ ଠାକୁର ଓ ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କଳିଙ୍ଗ ଷ୍ଟାଡିୟରେ ହେବ ୬୮ ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ।

ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱର କଳିଙ୍ଗ ସଷ୍ଟାଡିୟମ ରେ ଆୟୋଜନ କରାଯିବ। ଭୁବନେଶ୍ୱର ଥରେ ହକି ପାଇଁ ପ୍ରଯ୍ୟାପ୍ତ ଭିତ୍ତିଭୂମି ଥିବା ଦୃଷ୍ଟିରୁ ସର୍ବଭାବର୍ତ୍ତୟ ପୋଲିସ ନିୟନ୍ତ୍ରଣ ବୋର୍ଡ ଓଡିଶା ପୋଲିସକୁ ଅର୍ପଣ କରିଛି। ଏହି ଜାତୀୟ ସ୍ତର ପ୍ରତିଯୋହିତରେ 30 ଗୋଟି ଦଳ ଓ 600 ରୁ ଉର୍ଧ ଖେଳାଳି ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Body:
ଓଡିଶା ପୋଲିସ କୁ ମିଳିଲା ଆଉ ଏକ ସଫଳ ଗୁରୁତ୍ୱପୂର୍ଣ୍ଣ ଓ ମର୍ଯାଦା ଜଣକ କ୍ରୀଡା ପ୍ରତିଯୋଗିତାର ଆୟୋଜନ ଭାର। ଏହି ପ୍ରତିଯୋଗୀତାକୁ ସଫଳ ଭାବେ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଆରକ୍ଷୀ ପୋଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା ଙ୍କ ଅଧକ୍ଷତାରେ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।
ଏହି ପ୍ରତିଯୋଗିତା ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଏହି ପ୍ରତିଯୋଗିତାରେ ସାରା ଦେଶରର ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଦଳ ଗୁଡିକ ଅଂଶ ଗ୍ରହଣ କରିବେ। ଏହି ଜାତୟ ସ୍ଥାରର ପ୍ରତିଯୋଗିତାରେ ପାଖାପାଖି 30 ଗୋଟି ଦଳ ରହିଥିବା ବେଳେ 600 ରୁ ଉର୍ଧ ଖେଳାଳି ଅଂଶ ଗ୍ରହଣ କରିବେ। ପ୍ରତିଯୋଗିତାର ଆୟୋଜନ ପାଇଁ 50 ରୁ ଉର୍ଧ କ୍ରୀଡା ପ୍ରଶାସକ ମଧ୍ୟ ଅଂଶ ଗ୍ରହଣ କରିବେ। ସମସ୍ତ ଙ୍କ ପାଇଁ ଉଚିତ ବ୍ୟବସ୍ଥା କରାଯିବ।
ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ପରାମର୍ଶ କ୍ରମେ ଏକ କମିଟି ଓ ଉପ କମିଟି ମାନ ଗଠନ କରାଯିବ। ଡିଜି ବି କେ ଶର୍ମା ପରିଚାଳନା କମିଟି ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ବିନାୟତସ ମିଶ୍ର ପରିଚାଳନା କମିଟି ର ଉପାଧ୍ୟକ୍ଷ ଓ ଆଇଜି ଅମିତାଭ ଠାକୁର ସମ୍ପାଦକ ଭାବେ ଜର୍ଯ୍ୟ କରିବେ।
ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ବିନୟ ତୋଷ ମିଶର, ଆର ପି କୋଚେ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂହ, ଆଇଜି ରେଖା ଲୋହାନି, ଅମିତାଭ ଠାକୁର ଓ ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.