ETV Bharat / sports

କୋରୋନା କାଳରେ କୁମ୍ଭମେଳା, ଟ୍ବିଟରରେ ଅଭିନବ-ଯୋଗେଶ୍ବର ମୁହାଁମୁହିଁ

ହରିଦ୍ବାର ମହାକୁମ୍ଭରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପାଉଛି । ଏଯାବତ 70ରୁ ଅଧିକ ସାଧୁ କୋରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଅଧିକ ପଢନ୍ତୁ...

author img

By

Published : Apr 18, 2021, 10:54 PM IST

abhinav-bindra-questions-kumbh-mela-amid-covid-pandemic-slams-yogeshwar-dutt-for-backing-it
କୋରୋନା କାଳରେ କୁମ୍ଭମେଳା, ଟ୍ବିଟରରେ ଅଭିନବ-ଯୋଗେଶ୍ବର ମୁହାଁମୁହିଁ

ଚଣ୍ଡିଗଡ: ହରିଦ୍ବାର ମହାକୁମ୍ଭରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପାଉଛି । ଏଯାବତ 70ରୁ ଅଧିକ ସାଧୁ କୋରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଏଥିସହ ଏହି ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି ଯେ, ଏପରି କଠିନ ସମୟରେ ଏତେ ବଡ ସଂଖ୍ୟାରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବା ଉଚିତ ଥିଲା କିମ୍ବା ନାହିଁ ।

ଏହା ମଧ୍ୟରେ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା କୁସ୍ତିଯୋଦ୍ଧା ବିଜେପି ନେତା ଯୋଗେଶ୍ବର ଦତ୍ତ ତବଲିଗ ଜମାତ କାର୍ଯ୍ୟକ୍ରମକୁ ପରୋକ୍ଷରେ ଇଙ୍ଗିତ କରି 14 ଏପ୍ରିଲକୁ ହୋଇଥିବା କୁମ୍ଭ ସମ୍ବନ୍ଧୀୟ ଏକ ଟ୍ବିଟ କରିଛନ୍ତି । ଯେଉଁଥିରେ ସେ କୁମ୍ଭକୁ ବଦନାମ ନ କରିବାକୁ ଅପିଲ କରିଛନ୍ତି ।

ତେବେ ଏହାର ଜବାବ ରଖିଛନ୍ତି ଅଲମ୍ପିକ୍ସରେ ବ୍ୟକ୍ତିଗତ ବର୍ଗରେ ଦେଶର ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳି ସୁଟର ଅଭିନବ ବିନ୍ଦ୍ରା । ମହାମାରୀ ସଂକ୍ରମଣ ଦେଶକୁ ବର୍ବାଦ କରୁଛି । ଏପରିସ୍ଥିତିରେ କୁମ୍ଭମେଳାର ଆୟୋଜନ କରିବା କେତେ ଦୂର ଯଥାର୍ଥ ଥିଲା ? ଏକ ଭାଇରସ ଧର୍ମଙ୍କ ମଧ୍ୟରେ ଭେଦଭାବ କରେନି ।

ଅଭିନବ ବାନ୍ଦ୍ରାଙ୍କ ବ୍ୟତୀତ ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ମଧ୍ୟ ଯୋଗେଶ୍ବର ଦତ୍ତଙ୍କ ଟ୍ବିଟର ଉତ୍ତର ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.