ETV Bharat / sports

‘ଅଲମ୍ପିକକୁ ନାହିଁ କୋରୋନା ଭୟ’ - 2020 Tokyo Olympics

ଏସିଆ ମହାଦେଶରେ ଭୟର ବାତବରଣ ଖେଳାଇଥିବା କୋରୋନା ଭାଇରସର କୌଣସି ପ୍ରଭାବ ଅଲମ୍ପିକ୍‌ ଉପରେ ପଡିବା ନାହିଁ ବୋଲି ଅଲମ୍ପିକ୍‌ ଅଫିସିଆଲ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

2020-tokyo-olympics-on-track-despite-coronavirus-outbreak
ଅଲମ୍ପିକକୁ ନାହିଁ କରୋନା ଭୟ
author img

By

Published : Feb 16, 2020, 10:27 PM IST

ଆଟଲାଣ୍ଟ: କ୍ରୀଡା ମହକୁମ୍ଭ ଅଲମ୍ପିକ୍‌ ଆଗାମୀ ଜୁଲାଇ 24ରୁ ଜାପାନର ଟୋକିଓଠାରେ ଖେଳାଯିବାର ଯୋଜନା ରହିଛି । ତେବେ ଏସିଆ ମହାଦେଶରେ ଭୟର ବାତବରଣ ଖେଳାଇଥିବା କୋରୋନା ଭାଇରସର କୌଣସି ପ୍ରଭାବ ଅଲମ୍ପିକ୍‌ ଉପରେ ପଡିବା ନାହିଁ ବୋଲି ଅଲମ୍ପିକ୍‌ ଅଫିସିଆଲ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଧାର୍ଯ୍ୟ ଖେଳସୂଚୀ ଅନୁଯାଇ ପ୍ରତିଯୋଗିତା ଖେଳାଯିବ ବୋଲି ଅଫିସିଆଲ୍ସ କହିଛି ।

2020-tokyo-olympics-on-track-despite-coronavirus-outbreak
ଅଲମ୍ପିକକୁ ନାହିଁ କରୋନା ଭୟ

ଉଲ୍ଲେଖଥାଉ କି, ଉକ୍ତ ଭାଇରସ ପାଇଁ ବିଶ୍ବବ୍ୟାପୀ ପ୍ରାୟ 64,000 ଲୋକେ ଆକ୍ରାନ୍ତ ହୋଇଛନ୍ତି। ଯାହାର ଉତ୍ପତି ଚୀନର ୱାହାନରେ ହୋଇଛି । ତେବେ ପ୍ରତିଯୋଗିତାର କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆବଶ୍ୟକ ନାହିଁ କିମ୍ବା ପ୍ରତିଯୋଗିତାକୁ ଜାପନରୁ ସ୍ଥାନନ୍ତର କରିବା ଦରକାର ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପଦେଶ ଦେଇଥିବା ଅନ୍ତର୍ଜାତୀୟ ଅଲମ୍ପିକ ସଙ୍ଘର ସଦସ୍ୟ ଜନ କୋଆଟେସ କହିଛନ୍ତି । ସେ ଆହୁରି କହିଛନ୍ତି, ଚୀନରୁ ଆସୁଥିବା ପ୍ରତି ଖେଳାଳିଙ୍କ ଉପରେ ଆମର ନଜର ରହିଛି । ଅଧିକାଂଶ ଚୀନର ପ୍ରତିଯୋଗୀ ଦଳ ଦେଶ ବାହାରେ ରହିଛନ୍ତି । ଖାସ କରି ଯେଉଁମାନେ ଅଲମ୍ପିକରେ ଭାଗ ନେବାକୁ ଯାଉଛନ୍ତି । ତେଣୁ ଚୀନ ଖେଳାଳିଙ୍କ ପାଇଁ କୌଣସି ଅସୁବିଧା ପରିଲକ୍ଷିତ ହେଉ ନଥିବା ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.