ETV Bharat / sports

ସାଉଥ ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା 300 ପାର୍‌ - 13th SouithAsianGames 2019

ନେପାଳରେ ଖେଳାଯାଉଥିବା 13 ତମ ସାଉଥ ଏସିଆନ ଗେମ 2019ରେ ଭାରତର ପ୍ରଦର୍ଶନ ଦମଦାର ରହିଛି। ଭାରତର ମେଡାଲ ସଂଖ୍ୟା 164ଟି ସ୍ବର୍ଣ୍ଣ, 92ଟି ରୌପ୍ୟ ଓ 44ଟି ବ୍ରୋଞ୍ଜ ପଦକ ସହ 300 ପାର କରିଛି। ଅଧିକ ପଢନ୍ତୁ...

ସାଉଥ ଏସିଆନ ଗେମ୍ସ
ସାଉଥ ଏସିଆନ ଗେମ୍ସ
author img

By

Published : Dec 10, 2019, 4:43 PM IST

କାଠମାଣ୍ଡୁ: ନେପାଳରେ ଖେଳାଯାଉଥିବା 13 ତମ ସାଉଥ ଏସିଆନ ଗେମ 2019ରେ ଭାରତର ପ୍ରଦର୍ଶନ ଦମଦାର ରହିଛି । ଆଜି ଶେଷ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପଦକ ସଂଖ୍ୟା ରେକର୍ଡ 300 ପାର କରିଛି। ଭାରତୀୟ ଆଥଲେଟ ଅନୁଷ୍ଠିତ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ମୋଟ 164ଟି ସ୍ବର୍ଣ୍ଣ, 92ଟି ରୌପ୍ୟ ଓ 44ଟି ବ୍ରୋଞ୍ଜ ପଦକ ସାମିଲ ରହଛି । ତେବେ ଖେଳ ଜାରି ରହିଥିବାରୁ ପଦକ ସଂଖ୍ୟାରେ ବୃଦ୍ଧି ନେଇ ସମ୍ଭାବନା ରହିଛି । ଶ୍ରୀଲଙ୍କା 39 ସ୍ବର୍ଣ୍ଣ, 81 ରୌପ୍ୟ, 123 ବ୍ରୋଞ୍ଜ ସହ ମୋଟ 243 ପଦକ ହାସଲ କରି 2ୟ ସ୍ଥାନରେ ରହିଛି । ଆୟୋଜକ ନେପାଳ 50 ସ୍ବର୍ଣ୍ଣ, 55 ରୌପ୍ୟ ଓ 88 ବ୍ରୋଞ୍ଜ ପଦକ ସହ ମୋଟ 193 ହାସଲ କରି ତାଲିକାର 3ୟରେ ରହିଛି ।

ଭାରତୀୟ ଖେଳାଳିଙ୍କ ଏଭଳି ସ୍ବର୍ଣ୍ଣିମ ପ୍ରଦର୍ଶନରେ ଦେଶବ୍ୟାପୀ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଭାରତୀୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ କରାଯାଇ ଗର୍ବିତ ବୋଲି କୁହାଯାଇଛି।

13th SouithAsianGames 2019
ଫଟୋ ସୌଜନ୍ୟ: twitter@IndiaSports

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.