ETV Bharat / sports

ନଭେମ୍ବର 1ରୁ କଳିଙ୍ଗରେ ହକି ମ୍ୟାଚ: କମିଶନରେଟ ପୋଲିସର ପ୍ରସ୍ତୁତି - ପ୍ରସ୍ତୁତି ବୈଠକ

କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲମ୍ପିକ କ୍ବାଲିଫାୟାର ମ୍ୟାଚ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଏଫଆଇଏଚ ଅଫିସିଆଲଙ୍କ ବୈଠକ ସରିଛି ।

ଫଟୋ ସୌଜନ୍ୟ: ସମ୍ବାଦତାତା, ଭୁବନେଶ୍ବର
author img

By

Published : Oct 11, 2019, 1:23 AM IST

ଭୁବନେଶ୍ବର: ପୁଣି କଳିଙ୍ଗ ଷ୍ଟାଡିୟମରେ ହେବ ହକି ମହାସମର । ପ୍ରତିଟି ଗୋଲରେ ଝୁମିବେ ଓଡିଶା ହକିପ୍ରେମୀ । କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲମ୍ପିକ କ୍ବାଲିଫାୟାର ମ୍ୟାଚ ଖେଳାଯିବ । ନଭେମ୍ବର ୧ ରୁ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି ।

ଋଷିଆ ପୁରୁଷ ଟିମ ଓ ଟିମ ଇଣ୍ଡିଆ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ପରେ ଭାରତୀୟ ମହିଳା ହକି ଟିମ ସହ ୟୁଏସଏ ମହିଳା ଟିମର ମୁକାବିଲା ହେବ ।

ସେଥିପାଇଁ ଦର୍ଶକଙ୍କ ସିଟିଂ ଆରେଞ୍ଜମେଣ୍ଟ, ପାର୍କିଂ , ଟ୍ରାଫିକ ନିୟନ୍ତ୍ରଣ, ଖେଳାଳିଙ୍କ ରହଣି ସହ ସମସ୍ତ ବ୍ୟବସ୍ଥାର ତଦାରଖ କରାଯାଉଛି । ପ୍ରସ୍ତୁତି ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଏଫଆଇଏଚ ଅଫିସିଆଲଙ୍କ ବୈଠକ ସରିଛି । ହକି ବିଶ୍ବକପରେ ଯେପରି ବ୍ୟବସ୍ଥା କରାଯାଇଥିଲା, ସେପରି ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଆସନ୍ତା ୧ରେ ହକି ମ୍ଯାଚ,
ମ୍ଯାଚ ଆୟୋଜନ ପାଇଁ ବୈଠକBody:

ଆସନ୍ତା ନଭେମ୍ବର ୧ରୁ ଆରମ୍ଭ ହେଉଛି ହକି ମ୍ଯାଚ।କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ ଅଲମ୍ପିକ କ୍ବାଲିଫାୟାର ମ୍ଯାଚ।ଯେଉଁଠି ମୁହାଁମୁହିଁ ହେବେ ଭାରତିୟ ପୁରୁଷ ଦଳ ସହ ରଷିଆ ପୁରୁଷ ଟିମ।ସେହିପରି ଭାରତିୟ ମହିଳା ହକି ଟିମ ସହ ମୁକାବିଲା କରିବେ ୟୁଏସଏ ମହିଳା ଟିମ।ତେବେ ଦର୍ଷକଙ୍କ ସିଟିଂ ଆରେଞ୍ଜମେଣ୍ଟ,ପାର୍କି,ଟ୍ରାଫିକ ନିୟନ୍ତ୍ରଣ,ଖେଳାଳିଙ୍କ ରହଣି ସମସ୍ତ ବ୍ଯବସ୍ଥାର ଆୟୋଜନ ନେଇ ହୋଇଛି ଗୁରୁତ୍ବପୁର୍ଣ୍ଣ ବୈଠକ। ପୋଲିସ କମିସନରଙ୍କ ମୁଖ୍ଯାଳୟରେ କ୍ରୀଡା ସଚିବ ଭିନିଲ କ୍ରିଷ୍ନା,ପୋଲିସ କମିସନରଙ୍କ ସହ ଏଫଆଇଏଚ ଅଫିସିଆଲଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିସନର।ତେବେ ବିଶ୍ବକପ ହକିସମୟରେ ଯେପରି ଆୟୋଜନ ହୋଇଥିଲା ସେପରି ଆୟୋଜନ ପାଇଁ ବ୍ଯବସ୍ଥା କରାଯାଇଥିବା ସୁଚନା ମିଳିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.