ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିଅର ହକି ବିଶ୍ବକପ(junior hockey world cup)ର ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛି ନେଦରଲ୍ୟାଣ୍ଡ । ଅନ୍ୟପଟେ ବେଲଜିୟମ ଷଷ୍ଠ ସ୍ଥାନରେ ରହିଛି । ପଞ୍ଚମ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍ରେ ବେଲଜିୟମକୁ 6-4 ଗୋଲ୍ରେ ହରାଇଛି ନେଦରଲ୍ୟାଣ୍ଡ ।

ଏହାମଧ୍ୟ ପଢନ୍ତୁ: Junior Hockey WC: ଆଜି ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଟକ୍କର
ସେପଟେ ବିଶ୍ବକପର ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଭାରତୀୟ ଟିମ ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ରହିଛି l ବିଶ୍ବକପର ଫାଇନାଲ ମ୍ୟାଚ୍ 7.30ରେ ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ l
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ