ETV Bharat / sports

ଭାରତ ପାଇଁ ଖେଳିବା ଲକ୍ଷ୍ୟ: କାଶ୍ମୀର ହକି ଗର୍ଲ ଇନାୟତ - inayat

20ବର୍ଷ ପରେ କାଶ୍ମୀରର ଝିଅ ଇନାୟତ ଫାରୁକ ଇତିହାସ ରଚିଛନ୍ତି । ହକି ଇଣ୍ଡିଆ ଓ ଜାମ୍ମୁ କାଶ୍ମୀର ହକି ଆସୋସିଏସନ ପକ୍ଷରୁ, ସିନିୟର ହକି ଚମ୍ପିଆନସିପ ଆୟୋଜନ କରାଯାଇଥିଲା । ଏଥିରେ ଇନାୟତ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 2, 2019, 2:17 PM IST

ଶ୍ରୀନଗର: ଜାମ୍ମୁକାଶ୍ମୀରରୁ ଆସିଛି ଖୁସି ଖବର । 20ବର୍ଷ ପରେ କାଶ୍ମୀରର ଝିଅ ଇନାୟତ ଫାରୁକ ଇତିହାସ ରଚିଛନ୍ତି । ହକି ଇଣ୍ଡିଆ ଓ ଜାମ୍ମୁ କାଶ୍ମୀର ହକି ଆସୋସିଏସନ ପକ୍ଷରୁ, ସିନିୟର ହକି ଚମ୍ପିଆନସିପ ଆୟୋଜନ କରାଯାଇଥିଲା । ଏଥିରେ ଇନାୟତ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏବଂ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ।

india
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଇନାୟତଙ୍କ ଘର ବୁଡଗାମ ଅଞ୍ଚଳର କ୍ରାଲପୋରା ତହସିଲ ଅନ୍ତର୍ଗତ ଚାଡୋରା ଗ୍ରାମରେ । ଇନାୟତ ଶ୍ରୀନଗର ମହିଳା ମହାବିଦ୍ୟାଳୟରେ ଶେଷ ବର୍ଷର ଛାତ୍ରୀ ଅଟନ୍ତି । ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ଇନାୟତ । ହକି ଖେଳ ପାଇଁ ପରିବାରରୁ କିମ୍ବା ରାଜ୍ୟରୁ ବିଶେଷ ସହଯୋଗ ମିଳୁନଥିଲା । ତଥାପି ମହାବିଦ୍ୟାଳୟରେ ପ୍ରଥମ କରି ହକି ଖେଳି ହକି ସାଥୀ କରିବାକୁ ଚାହିଁଛନ୍ତି ଇନାୟତ ।

ହକି ପ୍ରତି ଥିବା ତାଙ୍କର ବିଶେଷ ଦୁର୍ବଳତା, ସବୁ କଠିନ ସ୍ଥିତିକପ ପାର କରିଛନ୍ତି । ଇନାୟତ ଭରତୀୟ ମହିଳା ହକି ଦଳରେ ସ୍ଥାନ ପାଇବାକୁ ଚେଷ୍ଟା ଜାରି ରଖିବେ ବୋଲି ସ୍ଫଷ୍ଟ କରିଛନ୍ତି । ଇନାୟତଙ୍କର ହକି ପ୍ରତି ଥିବା ଅଦମ୍ୟ ଭଲପାଇବା ଜାମ୍ମୁ କାଶ୍ମୀରରେ ଅନ୍ୟ ଝିଅଙ୍କୁ ହକି ଖେଳିବା ପାଇଁ ଆକୃଷ୍ଟ କରିବ ।

Intro:Body:

fgdg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.