ETV Bharat / sports

ଟୋକିଓ ଅଲମ୍ପିକ ଖେଳିବ ଭାରତୀୟ ମହିଳା ହକି ଦଳ - ଭାରତୀୟ ମହିଳା ହକି ଦଳ

ଦ୍ୱିତୀୟ ମ୍ୟାଚରେ ପରାଜୟ ସତ୍ତ୍ବେ ଭାରତୀୟ ମହିଳା ହକି ଦଳକୁ ମିଳିଲା 2020ରେ ହେବାକୁ ଥିବା ଟୋକିଓ ଅଲମ୍ପିକ ଟିକେଟ।

ଫଟୋ ସୌଜନ୍ୟ: twitter@TheHockeyIndia
author img

By

Published : Nov 2, 2019, 8:24 PM IST

ଭୁବନେଶ୍ବର: ଭାରତୀୟ ମହିଳା ଦଳକୁ ମିଳିଲା ଅଲମ୍ପିକ ଟିକେଟ । ଜାପାନର ଟୋକିଓରେ 2020ରେ ହେବାକୁ ଥିବା ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଭାରତୀୟ ହକି ରାଣୀ । ଆମେରିକା ବିପକ୍ଷ ଅଲମ୍ପିକ ଯୋଗ୍ୟତା ପ୍ରଥମ ମ୍ୟାଚରେ 5-1ରେ ସହଜ ବିଜୟ ହାସଲ କରିଥିଲା ରାଣୀଙ୍କ ଦଳ ।

ତେବେ 2ୟ ମ୍ୟାଚରେ ଆମେରିକା ମହିଳା ଦଳ ଦମଦାର କମବ୍ୟାକ କରିଥିଲା । ମ୍ୟାଚର ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଭରି ରହିଥିଲା । ଆମେରିକା 4ଟି ଗୋଲ ଦେଇ ବିଜୟ ମୁହାଁ ହେଉଥିବା ବେଳେ ଭାରତ ଗୋଲ ସନ୍ଧାନରେ ଥିଲା । ତେବେ ମ୍ୟାଚର ଶେଷ ଆଡକୁ କ୍ୟାପଟେନ ରାଣୀ ଭାରତ ପାଇଁ ଏକମାତ୍ର ଗୋଲ କରିଥିଲେ ।

ଫଳରେ 4-1 ଗୋଲରେ ଭାରତ ପରାସ୍ତ ହୋଇଥଲା । ମାତ୍ର 2ଟି ମ୍ୟାଚରେ ଗୋଲ ସଂଖ୍ୟ ଅଧିକ ଥିବାରୁ ଅଲମ୍ପିକ ଯୋଗ୍ୟାତା ଟିକେଟ ହାତେଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.