ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଗସ୍ତ ପରେ ଜର୍ମାନୀ ଗସ୍ତରେ ଭାରତୀୟ ମହିଳା ହକି ଦଳ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ନିଜର ଶକ୍ତି ବୃଦ୍ଧି କରିବା ସହ ପ୍ରତିପକ୍ଷଙ୍କ ଶକ୍ତି ପରଖୁଛି ରାନୀ ସେନା ।
-
Congratulations to #Odia girls Deep Grace Ekka & Lilima Minz for cementing the berths in the #Indian team for their Germany Tour where they play 4 matches against the host nation as part of their preparations for @Tokyo2020. 🏑#IndianEves#OdishaForSports @TheHockeyIndia pic.twitter.com/mPqhUTJthX
— Odisha Sports (@sports_odisha) February 23, 2021 " class="align-text-top noRightClick twitterSection" data="
">Congratulations to #Odia girls Deep Grace Ekka & Lilima Minz for cementing the berths in the #Indian team for their Germany Tour where they play 4 matches against the host nation as part of their preparations for @Tokyo2020. 🏑#IndianEves#OdishaForSports @TheHockeyIndia pic.twitter.com/mPqhUTJthX
— Odisha Sports (@sports_odisha) February 23, 2021Congratulations to #Odia girls Deep Grace Ekka & Lilima Minz for cementing the berths in the #Indian team for their Germany Tour where they play 4 matches against the host nation as part of their preparations for @Tokyo2020. 🏑#IndianEves#OdishaForSports @TheHockeyIndia pic.twitter.com/mPqhUTJthX
— Odisha Sports (@sports_odisha) February 23, 2021
ମଙ୍ଗଳବାର 18 ଖେଳାଳି ଓ 7ଜଣ ସପୋର୍ଟ ଷ୍ଟାଫଙ୍କୁ ନେଇ ବେଙ୍ଗାଲୁରୁରୁ ଜର୍ମାନୀ ଅଭିମୁଖେ ଉଡାଣ ଭରିଛି ଦଳ। ପୂର୍ବରୁ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆର ନ୍ୟାସନାଲ କୋଚିଂ କ୍ୟାମ୍ପରେ ପ୍ରସ୍ତୁତି ଚଳାଇଥିଲା ଦଳ । 18 ଖେଳାଳିଙ୍କ ମଧ୍ୟରେ ଦୁଇ ଓଡିଆ ଝିଅ ଦୀପ ଗ୍ରେସ ଏକ୍କା ଓ ଲିଲିମା ମିଞ୍ଜ ରହିଛନ୍ତି । ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଟ୍ବିଟ ଯୋଗେଁ ଦୁଇ ଓଡିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଯାଇଛି ।
ଫେବ୍ରୁଆରୀ 27ରେ ଜର୍ମାନୀ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବାର ସୂଚୀ ରହିଛି । ଦ୍ବିତୀୟ ମ୍ୟାଚ 28 ଫେବ୍ରୁଆରୀ ଓ ପରେ ମାର୍ଚ୍ଚ 2, 4ରେ ଶେଷ ଦୁଇଟି ମ୍ୟାଚ ଖେଳାଯିବ ।
-
#IndianEves are off to Germany! 🏑
— Hockey India (@TheHockeyIndia) February 23, 2021 " class="align-text-top noRightClick twitterSection" data="
How excited are you for Senior Women's Germany Tour? #IndiaKaGame pic.twitter.com/0iFuJlZHPG
">#IndianEves are off to Germany! 🏑
— Hockey India (@TheHockeyIndia) February 23, 2021
How excited are you for Senior Women's Germany Tour? #IndiaKaGame pic.twitter.com/0iFuJlZHPG#IndianEves are off to Germany! 🏑
— Hockey India (@TheHockeyIndia) February 23, 2021
How excited are you for Senior Women's Germany Tour? #IndiaKaGame pic.twitter.com/0iFuJlZHPG
ଭାରତୀୟ ସ୍କ୍ବାଡ:
ଗୋଲକିପର: ସବିତା, ରଜନୀ ଇତିମାର୍ପୁ
ଡିଫେଣ୍ଡର: ଦୀପ ଗ୍ରେସ ଏକ୍କା, ଗୁରୁଜୀତ କୌର, ଉତିଦା ନିଶା
ମିଡଫିଲ୍ଡର: ନିକ୍କି ପ୍ରଧାନ, ମୋନିକା ନେହା, ଲିଲିମା ମିଞ୍ଜ, ସୁଶୀଳା ଚାନୁ ପୁଖ୍ରାମ୍ବମ, ସାଲିମା ଟେଟେ, ନବଜୋତ କୌର
ଫରୱାର୍ଡ: ରାନୀ(କ୍ୟାପଟେନ), ଲାଲ୍ରେସିଆମି, ନବନୀତ କୌର, ରଜୱିନ୍ଦର କୌର, ଶର୍ମିଳା ଦେବୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ