ନୂଆଦିଲ୍ଲୀ: ଖୁବ ଶୀଘ୍ର ଜର୍ମାନୀ ଗସ୍ତରେ ଯିବେ ଭାରତୀୟ ମହିଳା ହକି ଟିମ । ରାନୀ ରାମପାଲଙ୍କ ନେତୃତ୍ବରେ ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ମ୍ୟାଚ ଭାବେ ଜର୍ମାନୀ ଜାତୀୟ ଦଳ ସହ ମହିଳା ହକି ଟିମ ଇଣ୍ଡିଆ 4ଟି ମ୍ୟାଚ ଖେଳିବାନେଇ ସୂଚୀ ରହିଛି ।
-
Led by Rani (C) and Savita (VC), the #IndianEves are set to embark on another International Tour in 2021!
— Hockey India (@TheHockeyIndia) February 22, 2021 " class="align-text-top noRightClick twitterSection" data="
Wish them luck for their Tour of Germany. 🙌#IndiaKaGame pic.twitter.com/HUOsMmstCL
">Led by Rani (C) and Savita (VC), the #IndianEves are set to embark on another International Tour in 2021!
— Hockey India (@TheHockeyIndia) February 22, 2021
Wish them luck for their Tour of Germany. 🙌#IndiaKaGame pic.twitter.com/HUOsMmstCLLed by Rani (C) and Savita (VC), the #IndianEves are set to embark on another International Tour in 2021!
— Hockey India (@TheHockeyIndia) February 22, 2021
Wish them luck for their Tour of Germany. 🙌#IndiaKaGame pic.twitter.com/HUOsMmstCL
ପୂର୍ବରୁ ଆର୍ଜେଣ୍ଟିନା ଗସ୍ତରେ ଯାଇ 7ଟି ମ୍ୟାଚ ଖେଳିବା ସହ ଭଲ ପ୍ରଦର୍ଶନ କରିଥିଲା ଦଳ । ତେବେ ମଙ୍ଗଳବାର ଜର୍ମାନୀର ଡସେଲ୍ଡର୍ଫ ଅଭିମୁଖେ 18 ଜଣ ଖେଳାଳି ଓ 7ଜଣ ସପୋର୍ଟ ଷ୍ଟାଫ ଯାତ୍ରା କରିବେ ।
ବର୍ତ୍ତମାନ ସମସ୍ତ ଖେଳାଳି ନ୍ୟାସନାଲ କୋଚିଂ କ୍ୟାମ୍ପ ବେଙ୍ଗାଲୁରୁର ସାଇ ସେଣ୍ଟରରେ ରହିଛନ୍ତି । ଜର୍ମାନୀ ବିପକ୍ଷରେ ପ୍ରଥମ ମ୍ୟାଚ ଫେବ୍ରୁଆରୀ 27ରେ ଖେଳାଯିବା ନେଇ ସୂଚୀ ରହିଛି । ପରେ 28 ଫେବ୍ରୁଆରୀ, ମାର୍ଚ୍ଚ 2 ଓ ଶେଷ ମ୍ୟାଚ ମାର୍ଚ୍ଚ 4ରେ ଖେଳାଯିବାର ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ