ETV Bharat / sports

ବିଜୟରୁ ଅଭିଯାନ ଆରମ୍ଭ କଲା ହକି ଟିମ ଇଣ୍ଡିଆ

author img

By

Published : Feb 28, 2021, 10:57 PM IST

ପିଆର ଶ୍ରୀଜେଶଙ୍କ ନେତୃତ୍ବରେ ହକି ଟିମ ଇଣ୍ଡିଆ ଜର୍ମାନୀ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

Indian men's hockey team return to international competition with roaring win against Germany
ବିଜୟରୁ ଅଭିଯାନ ଆରମ୍ଭ କଲା ହକି ଟିମ ଇଣ୍ଡିଆ

ହାଇଦ୍ରାବାଦ: ଜର୍ମାନୀ ଗସ୍ତରେ ଥିବା ହକି ଟିମ ଇଣ୍ଡିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରାୟ 12ମାସ ପରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛି ଭାରତୀୟ ପୁରୁଷ ହକି ଦଳ । ପିଆର ଶ୍ରୀଜେଶଙ୍କ ନେତୃତ୍ବରେ 6-1 ଗୋଲ୍‌ରେ ଜର୍ମାନୀକୁ ମାତ୍‌ ଦେଇଛି ଭାରତ ।

  • Give it up for today's goal scorers! 🏑🙌

    Nilakanta Sharma 13'
    Vivek Sagar 27' 27'
    Lalit Upadhyay 41'
    Akashdeep Singh 42'
    Harmanpreet Singh 47' pic.twitter.com/OhibXQen7m

    — Hockey India (@TheHockeyIndia) February 28, 2021 " class="align-text-top noRightClick twitterSection" data=" ">

ଏଥିସହ ଦମଦାର ବିଜୟ ସହ ଅଭିଯାନ ଆରଦମ୍ଭ କରିଛି ।

ଭାରତ ପକ୍ଷରୁ ମ୍ୟାଚର 13ତମ ମିନିଟରେ ନିଳକଣ୍ଠ ଶର୍ମା, 27 ଓ 28ତମ ମିନିଟରେ ବିବେକ ସାଗର ପ୍ରସାଦ, 41 ତମ ମିନିଟରେ ଲଳିତ ଉପାଧ୍ୟାୟ , 42ତମ ମିନିଟରେ ଆକାଶଦୀପ ସିଂହ ଓ 47ତମ ମିନିଟରେ ହରମନପ୍ରୀତ କୌର ଗୋଲ୍‌ କରିଥିଲେ ।

ମଙ୍ଗଳବାର ଅର୍ଥାତ ମାର୍ଚ୍ଚ 2ରେ ଦ୍ବିତୀୟ ମ୍ୟାଚ ଘରୋଇ ଜର୍ମାନୀକୁ ଭେଟିବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.