ETV Bharat / sports

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଜୁନିୟର ମହିଳା ହକି ଟିମ ବିଜୟୀ - ଭାରତ ନ୍ୟୁଜିଲାଣ୍ଡ ତ୍ରିରାଷ୍ଟ୍ରୀୟ ହକି ସିରିଜ

ଭାରତୀୟ ଜୁନିୟର ମହିଳା ହକି ଟିମ ତ୍ରିରାଷ୍ଟ୍ରୀୟ ସିରିଜରେ ନ୍ୟୁଜିଲାଣ୍ଡକୁ 4-1 ଗୋଲରେ ହରାଇଛି।

ଭାରତୀୟ ଜୁନିୟର ମହିଳା ହକି ଟିମ ବିଜୟୀ
ଭାରତୀୟ ଜୁନିୟର ମହିଳା ହକି ଟିମ ବିଜୟୀ
author img

By

Published : Dec 7, 2019, 6:04 PM IST

କାନବେରା: ଭାରତୀୟ ଜୁନିୟର ମହିଳା ହକି ଦଳର ବାଜିମାତ । ଚଳିତ ତ୍ରିରାଷ୍ଟ୍ରୀୟ ସିରିଜରେ ନ୍ୟୁଜିଲାଣ୍ଡକୁ 4-1 ଗୋଲରେ ହରାଇଛି ଭାରତ । ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା ଭାରତୀୟ ଦଳ । ଭାରତ ପକ୍ଷରୁ ସର୍ମିଳା ଦେବୀ ମ୍ୟାଚର 12 ଓ 43 ତମ ମିନିଟରେ 2ଟି ଗୋଲ କରିଥିଲେ ।

India junior women crush New Zealand
ଭାରତୀୟ ଜୁନିୟର ମହିଳା ହକି ଟିମ ବିଜୟୀ

ବିୟୁଟି ଡଙ୍ଗଡଙ୍ଗ 27 ମିନିଟରେ ଗୋଲ କରିଥିଲେ । ଲାଲ୍ରିନ୍ଦିକି ମ୍ୟାଚର 48ତମ ମିନିଟରେ ଶେଷ ଗୋଲ ସ୍କୋର କରି ଭାରତକୁ 4-1ରେ ବିଜୟୀ କରାଇଥିଲେ । ପ୍ରଥମ କ୍ବାର୍ଟରରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡର ସ୍କୋର 1-1ରେ ବରାବର ଥିଲା । ତେବେ ଏହାପରେ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ପ୍ରଭାବି ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.