ETV Bharat / sports

କଳିଙ୍ଗରେ ମିଳିବ ଅଲମ୍ପିକ ଟିକେଟ

ଅଲମ୍ପିକ ଯୋଗ୍ୟାତା ପର୍ଯ୍ୟାୟ ମ୍ୟାଚ ନଭେମ୍ବର 1 ଓ 2 ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବୋଲି ଉଭୟ ପୁରୁଷ ଓ ମହିଳା ଦଳର କ୍ୟାପଟେନ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Oct 18, 2019, 7:47 PM IST

Updated : Oct 18, 2019, 11:58 PM IST

ଭୁବନେଶ୍ବର: ଆସନ୍ତା ନଭେମ୍ବର 1 ଓ 2 ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଯେଉଁଥିପାଇଁ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷଣା କରାଯାଇଛି । 18 ଜଣିଆ ଭାରତୀୟ ମହିଳା ଦଳରେ ଓଡିଶାରୁ 3 ଜଣ ଖେଳାଳି ଦୀପ ଗ୍ରେସ ଏକ୍କା,ଲିଲିମା ମିଞ୍ଜ ଓ ନମିତା ଟପ୍ପୋ ସ୍ଥାନ ପାଇଛନ୍ତି । ସେପଟେ 18 ଜଣିଆ ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାସ ଜଣେ ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର କୋଚ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ତେବେ ଭାରତୀୟ ପୁରୁଷ ଦଳର ଜଣେ ପ୍ରମୁଖ ସଦସ୍ୟ ଥିବା ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଏହି ତାଲିକାରେ ସ୍ଥାନ ପାଇ ନାହାନ୍ତି । ଏନେଇ ପ୍ରଶ୍ନ ହେବାରୁ କୋଚ ଗ୍ରାହମ ରେଡ଼ ଦଳ ଶ୍ରେଷ୍ଠ ଖେଳାଳିଙ୍କୁ ବାଛିଥିବା ପ୍ରକାଶ କରିଛନ୍ତି ।

ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ବୋଲି ଉଭୟ ଦଳର କୋଚ ଓ ଅଧିନାୟକ କହିଛନ୍ତି । ସବୁ ଟିମ ଅଲମ୍ପିକ ଟିକେଟ ହାସଲ ଲକ୍ଷ୍ୟରେ ରହିଛନ୍ତି । ସେଥିପାଇଁ ସମସ୍ତେ ଜୋରଦାର ପ୍ରସ୍ତୁତି ସହ ଏଠାକୁ ଆସିବେ । ଋଷ ଟିମ ସହି ଭାରତର ମ୍ୟାଚ ରହିଛି । ତେବେ କୌଣସି ଟିମକୁ ଭାରତ ହାଲୁକା ମନେ କରୁନାହିଁ ବୋଲି କହିଛନ୍ତି । ଅଲମ୍ପିକରେ ଭାଗନେବାକୁ ପ୍ରଥମେ ଏହି ମ୍ୟାଚ ବିଜୟ ଉପରେ ଫୋକସ କରିବାକୁ ହେବ ବୋଲି ପୁରୁଷ ଦଳର କ୍ୟାପଟେନ ମନପ୍ରୀତ ସିଂହ କହିଛନ୍ତି ।

ଭାରତୀୟ ମହିଳା ଦଳ

1-ସବିତା-ଉପ ଅଧିନାୟିକା
2-ରଜନୀ
3-ଦୀପ ଗ୍ରେସ ଏକ୍କା
4-ଗୁରଜିତ କୌର
5-ରୀନା ଖୋକର
6-ସଲିମା ଟେଟେ
7-ସୁଶୀଳା ଚାନୁ
8-ନିକି ପ୍ରଧାନ
9-ମୋନିକା
10-ନେହା ଗୋଏଲ
11-ଲିଲିମା ମିଞ୍ଜ
12-ନମିତା ଟପ୍ପୋ
13-ରାଣୀ-ଅଧିନାୟିକା
14-ବନ୍ଦନା କଟରିୟା
15-ନଭନୀତ କୌର
16-ଲାଲରେମିସିଆମୀ
17-ନଭଜୋତ କୌର
18-ଶର୍ମିଳା ଦେବୀ
କୋଚ-ଜୋର୍ଡ ମାରିଜନେ(sjoerd marijne)

ଭାରତୀୟ ପୁରୁଷ ହକି ଦଳ

1-ପି ଆର ଶ୍ରୀଜେଶ
2-କ୍ରିଷନ ବାହାଦୂର ପାଠକ
3-ହରମନପ୍ରୀତ ସିଂ
4-ବରୁଣ କୁମାର
5-ସୁରେନ୍ଦ୍ର କୁମାର
6-ଗୁରିନ୍ଦର ସିଂ
7-ରୂପିନ୍ଦର ପାଲ ସିଂ
8-ଅମିତ ରୋହିଦାସ
9-ମନପ୍ରିତ ସିଂ-ଅଧିନାୟକ
10-ନିଲକାନ୍ତ ଶର୍ମା
11-ହାର୍ଦିକ ସିଂ
12-ବିବେକ ସାଗର ପ୍ରସାଦ
13-ଲଳିତ କୁମାର ଉପାଧ୍ୟାୟ
14-ଏସ ଭି ସୁନୀଲ-ଉପ ଅଧିନାୟକ
15-ମନ୍ଦିପ ସିଂ
16-ଆକାଶଦୀପ ସିଂ
17-ରମଣଦୀପ ସିଂ
18-ସିମ୍ରନଜିତ ସିଂ
କୋଚ-ଗ୍ରାହମ ରେଡ଼

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା ନଭେମ୍ବର 1 ଓ 2 ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ।ଯେଉଁଥିପାଇଁ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷଣା କରାଯାଇଛି।18 ଜଣିଆ ଭାରତୀୟ ମହିଳା ଦଳ ରେ ଓଡିଶାରୁ 3 ଜଣ ଖେଳାଳି ଦୀପ ଗ୍ରେସ ଏକ୍କା,ଲିଲିମା ମିଞ୍ଜ ଓ ନମିତା ଟପ୍ପୋ ସ୍ଥାନ ପାଇଛନ୍ତି।ଯେବେକି 18 ଜଣିଆ ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାସ ଜଣେ ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି।

Body:ସ୍ଥାନୀୟ ଏକ ହୋଟେଲ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର କୋଚ ଏହି ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି।ତେବେ ଭାରତୀୟ ପୁରୁଷ ଦଳର ଜଣେ ପ୍ରମୁଖ ସଦସ୍ୟ ଥିବା ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଏହି ତାଲିକାରେ ସ୍ଥାନ ପାଇ ନାହାନ୍ତି।ଏନେଇ ପ୍ରଶ୍ନ ହେବାରୁ କୋଚ ଗ୍ରାହମ ରିଡ଼ ଦଳ ଶ୍ରେଷ୍ଠ ଖେଳାଳିଙ୍କ ବାଛିଥିବା ପ୍ରକାଶ କରିଛନ୍ତି।
ଏହି ଅବସରରେ ଉଭୟ ଦଳର କୋଚ ଓ ଅଧିନାୟକ ଏହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଅଟେ ବୋଲି କହିଛନ୍ତି।ସମସ୍ତଙ୍କର ଅଲମ୍ପିକ ଯିବା ଲାଗି ଇଛା ଅଛି।ସେଥିପାଇଁ ସମସ୍ତେ ପୂର୍ଵ ପ୍ରସ୍ତୁତି କରି ଏଠାକୁ ଆସିବେ ବୋଲି କହିବା ସହ ସେମାନଙ୍କୁ ଟିମ ହେୟ ମନେ କରୁନାହିଁ ବୋଲି କହିଛନ୍ତି।ତେଣୁ ଦଳ ଏହି ଅଲମ୍ପିକ ରେ ଭାଗନେବାକୁ ପ୍ରଥମେ ଏହି ମ୍ୟାଚ ବିଜୟ ଉପରେ ଫୋକସ କରିଥିବା ସେମାନେ କହିଛନ୍ତି।

ଘୋଷିତ ହୋଇଥିବା ଭାରତୀୟ ଦଳ ମହିଳା
1-ସବିତା-ଉପ ଅଧିନାୟିକା
2-ରଜନୀ
3-ଦୀପ ଗ୍ରେସ ଏକ୍କା
4-ଗୁରଜିତ କୌର
5-ରୀନା ଖୋକର
6-ସଲିମା ଟେଟେ
7-ସୁଶୀଳା ଚାନୁ
8-ନିକି ପ୍ରଧାନ
9-ମୋନିକା
10-ନେହା ଗୋଏଲ
11-ଲିଲିମା ମିଞ୍ଜ
12-ନମିତା ଟପ୍ପୋ
13-ରାଣୀ-ଅଧିନାୟିକା
14-ବନ୍ଦନା କଟରିୟା
15-ନଭନୀତ କୌର
16-ଲାଲରେମିସିଆମୀ
17-ନଭଜୋତ କୌର
18-ଶର୍ମିଳା ଦେବୀ
କୋଚ-ଜୋର୍ଡ ମାରିଜନେ(sjoerd marijne)

ଭାରତୀୟ ପୁରୁଷ ହକି ଦଳ
1-ପି ଆର ଶ୍ରୀଜେଶ
2-କ୍ରିଷନ ବାହାଦୂର ପାଠକ
3-ହରମନପ୍ରୀତ ସିଂ
4-ବରୁଣ କୁମାର
5-ସୁରେନ୍ଦ୍ର କୁମାର
6-ଗୁରିନ୍ଦର ସିଂ
7-ରୂପିନ୍ଦର ପାଲ ସିଂ
8-ଅମିତ ରୋହିଦାସ
9-ମନପ୍ରିତ ସିଂ-ଅଧିନାୟକ
10-ନିଲକାନ୍ତ ଶର୍ମା
11-ହାର୍ଦିକ ସିଂ
12-ବିବେକ ସାଗର ପ୍ରସାଦ
13-ଲଳିତ କୁମାର ଉପାଧ୍ୟାୟ
14-ଏସ ଭି ସୁନୀଲ-ଉପ ଅଧିନାୟକ
15-ମନ୍ଦିପ ସିଂ
16-ଆକାଶଦୀପ ସିଂ
17-ରମଣଦୀପ ସିଂ
18-ସିମ୍ରନଜିତ ସିଂ
କୋଚ-ଗ୍ରାହମ ରେଡ଼

Conclusion:
Last Updated : Oct 18, 2019, 11:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.