ETV Bharat / sports

‘ଟୋକିଓରେ ଇତିହାସ ରଚିବାର ରହିଛି ବଡ ସୁଯୋଗ’ - can make history in Tokyo

ଟୋକିଓ ଅଲମ୍ପିକ୍ସରେ ମେଡାଲ ବିଜେତା ହେବାର ସୁବର୍ଣ୍ଣ ସୁଯୋଗ ରହିଥିବା କହିଛନ୍ତି, ମହିଳା ହକି ଟିମ ଇଣ୍ଡିଆର ଗୋଲକିପର ସବିତା ପୁନିଆ ।

Have all our bases covered, can make history in Tokyo: Savita
ଟୋକିଓରେ ଇତିହାସ ରଚିବାକୁ ବଡ ସୁଯୋଗ: ଗୋଲକିପର ସବିତା
author img

By

Published : Jul 18, 2020, 5:46 PM IST

ନୂଆଦିଲ୍ଲୀ: ନିକଟରେ ଟୋକିଓ ଅଲମ୍ପିକ୍ସ ହକି ମ୍ୟାଚ ସୂଚୀ ଘୋଷଣା ପରେ ଚର୍ଚ୍ଚା ବଢିବାରେ ଲାଗିଛି। ଟୋକିଓ ଅଲମ୍ପିକ୍ସରେ ମେଡାଲ ବିଜେତା ହେବାର ସୁବର୍ଣ୍ଣ ସୁଯୋଗ ରହିଥିବା କହିଛନ୍ତି, ମହିଳା ହକି ଟିମ ଇଣ୍ଡିଆର ଗୋଲକିପର ସବିତା ପୁନିଆ । ଦିନକ ପୂର୍ବରୁ ପୁରୁଷ ଟିମର ଗୋଲ କିପର ପିଆର ଶ୍ରୀଜେଶ ମଧ୍ୟ ଅଲମ୍ପିକ୍ସ ମେଡାଲ ନେଇ ଦୃଢୋକ୍ତି କରିଥିଲେ ।

Have all our bases covered, can make history in Tokyo: Savita
ଟୋକିଓରେ ଇତିହାସ ରଚିବାକୁ ବଡ ସୁଯୋଗ: ଗୋଲକିପର ସବିତା
Have all our bases covered, can make history in Tokyo: Savita
ଟୋକିଓରେ ଇତିହାସ ରଚିବାକୁ ବଡ ସୁଯୋଗ: ଗୋଲକିପର ସବିତା

ମହାମାରୀ କୋରୋନା ଭାଇରସ ଯୋଗୁଁ 2020 ଜୁଲାଇରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି ।

ଟୋକିଓ ଅଲମ୍ପିକ୍ସରେ ମେଡାଲ ସହ ଇତିହାସ ରଚିବାର ବଡ ସୁଯୋଗ ରହିଥିବା ସବିତା କହିଛନ୍ତି । ଟିମରେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ସୁନ୍ଦର ସସନ୍ବୟ ରହିଛି । ସଂପୂର୍ଣ୍ଣ ଦକ୍ଷତା ଅନୁଯାୟୀ ଅଲମ୍ପିକ ଟୁର୍ଣ୍ଣାମେଣ୍ଟରେ ଖେଳିଲେ ବିଜୟ ସୁନଶ୍ଚିନ୍ତ ବୋଲି ସବିତା କହିଛନ୍ତି । ସବିତାଙ୍କ ଏହି ବୟାନ ହକି ଇଣ୍ଡିଆ ୱେବସାଇଟରେ ସ୍ଥାନ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.