ETV Bharat / sports

FIH ପ୍ରୋ ଲିଗ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ ଘୋଷିତ, ଓଡିଶାରୁ 2 - ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା

FIH ପ୍ରୋ ଲିଗରେ ଆଗାମୀ 21 ଓ 22 ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ହକି ଦଳ । ଏନେଇ ହକି ଇଣ୍ଡିଆ 24ଜଣିଆ ଖେଳାଳିଙ୍କ ଭାରତୀୟ ଦଳ ଘୋଷଣା କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

FIH Pro LeagueFIH Pro League
FIH Pro League
author img

By

Published : Feb 18, 2020, 9:26 PM IST

ନୂଆଦିଲ୍ଲୀ: ଏଫଆଇଏଚ ପ୍ରୋ ଲିଗ୍‌ରେ ଅଷ୍ଟ୍ରେଲିଆ-ଭାରତ ଆସନ୍ତା 21 ଓ 22 ତାରିଖରେ ମୁହାଁମୁହିଁ ହେବେ । ଏହି ମ୍ୟାଚ ଘରୋଇ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଚ ପାଇଁ ମଙ୍ଗଳବାର ଦିନ 24ସଦସ୍ୟ ଭାରତୀୟ ଟିମର ଘୋଷଣା କରାଯାଇଛି । ଏହି ଦଳର ନେତୃତ୍ବ ନେବେ ମନପ୍ରୀତ ସିଂ ଓ ଉପ ଅଧିନାୟକ ଦାୟିତ୍ବ ନେବେ ହରମନପ୍ରୀତ ସିଂ ।

FIH Pro League
ଫଟୋ ସୌଜନ୍ୟ: ଟ୍ବିଟର@Naveen_Odisha

ତେବେ ଘୋଷିତ ଦଳରେ ଓଡିଶାର ଡିଫେଣ୍ଡର ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା ସାମିଲ ଅଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓଡିଆ ଖେଳାଳି ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

FIH Pro League
ଫଟୋ ସୌଜନ୍ୟ: ଟ୍ବିଟର@TheHockeyIndia

ଟିମର ଗ୍ରାହମ ରୀଡ କହିଛନ୍ତି ଯେ, ବିଶ୍ବ ଚମ୍ପିଆନ ସହ ମୁକାବିଲା ପରେ ଆମ ଟିମ ଆଉ ଏକ ମଜବୁତ ଟିମ ସହ ଖେଳିବ । ଆମେ ପୁଣି ଟିମରେ ମଜବୁତ ଖେଳାଳିଙ୍କୁ ସ୍ଥାନ ଦେଇଛୁ ।

ଭାରତୀୟ ଦଳ: ପିଆର ଶ୍ରୀଜେସ, କ୍ରିଶନ୍‌ ପାଠକ, ହରମନପ୍ରୀତ ସିଂ(ଉପ ଅଧିନାୟକ), ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ,ରୁପିନ୍ଦର ପାଲ ସିଂ, ମନପ୍ରୀତ ସିଂ(ଅଧିନାୟକ),ବିବେକ ସାଗର ପ୍ରସାଦ, ଚିଙ୍ଗଲେନସନା ସିଂ, ରାଜ କୁମାର ପାଲ, ଦିଲପ୍ରୀତ ସିଂ, ହାର୍ଦ୍ଦିକ ସିଂ, ରମନଦୀପ ସିଂ, ଲଳିତ ଉପାଧ୍ୟାୟ, ଜଅରମନପ୍ରୀତ ସିଂ ସିମରନଜିତ୍‌ ସିଂ, ଗୁରସାହିବଜୀତ ସିଂ, କୋଥାଜିତ ସିଂ, ବୀରେନ୍ଦ୍ର ଲାକ୍ରା, ନୀଲକଣ୍ଠ ଶର୍ମା, ଗୁରଜନ୍ତ ସିଂ, ଏସ ଭି ସୁନୀଲ, ସୁମିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.