ETV Bharat / sports

ରାନୀଙ୍କୁ ପଦ୍ମଶ୍ରୀ ସମ୍ମାନ:ବାପା ରଖିଲେ ପ୍ରତିକ୍ରିୟା

ଝିଅ ହକି ଖେଳିବା ପୂର୍ବରୁ ଆମେ ହକି ଖେଳ ବିଷୟରେ ଅଜଣା ଥିଲୁ । ଝିଅ ଆମର ଶାର୍ଷରେ ପହଞ୍ଚିଛି । ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ମିଳିବା ପରେ ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀଙ୍କ ବାପାଙ୍କ ପ୍ରତିକ୍ରିୟା ।

Rani Rampal
Rani Rampal
author img

By

Published : Jan 27, 2020, 6:26 AM IST

ଚଣ୍ଡିଗଡ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ଏନେଇ ରାନୀ ଖୁସିବ୍ୟକ୍ତ କରିବା ସହ, ଗର୍ବର ବିଷୟ ବୋଲି କହିଛନ୍ତି । ତେବେ ରାନୀଙ୍କ ବାପା ମଧ୍ୟ ଏନେଇ ଖୁସି ଥିବା ସହ ଝିଅ ପାଇଁ ଗର୍ବିତ ବୋଲି କହିଛନ୍ତି ।

Rani Rampal
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANI

ରାନୀଙ୍କ ବାପା କହିଛନ୍ତି ଯେ, ଆମେ ମାନେ ବହୁତ ଖୁସି ଅଛୁ ଓ ଝିଅ ପାଇଁ ଆମେ ଗର୍ବିତ । ଝିଅ ହକି ଖେଳିବା ପୂର୍ବରୁ ଆମେ ହକି ଖେଳ ବିଷୟରେ ଅଜଣା ଥିଲୁ । ଝିଅ ଆମର ଶାର୍ଷରେ ପହଞ୍ଚିଛି ।

25 ବର୍ଷିୟା ରାନୀ 212ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି 134ଟି ଗୋଲ୍‌ ଦେଇଛନ୍ତି । ତାଙ୍କର ନେତୃତ୍ବରେ ଭାରତୀୟ ମହିଳା ହକି ଦଳ ଟୋକିଓ ଅଲମ୍ପିକର ଟିକେଟ ହାସଲ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.