ETV Bharat / sports

ବଢିଲା ଲକଡାଉନ: ହକି ଇଣ୍ଡିଆ ପକ୍ଷରୁ ସମସ୍ତ ନ୍ୟାସନାଲ ଚମ୍ପିଆନସିପ ସ୍ଥଗିତ - ନ୍ୟାସନାଲ ଚମ୍ପିଆନସିପ ସ୍ଥଗିତ

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ମେ 3 ପର୍ଯ୍ୟନ୍ତ ବଢିବା ପରେ, ହକି ଇଣ୍ଡିଆ ବାର୍ଷିକ ସମସ୍ତ ନ୍ୟାସନାଲ ଚମ୍ପିଆନସିପ 2020କୁ ହକି ଇଣ୍ଡିଆା ସ୍ଥଗିତ ଘୋଷଣା କରିଛି ।

Hockey India posyponed various national championships after lockdown extension
ବଢିଲା ଲକଡାଉନ: ହକି ଇଣ୍ଡିଆ ପକ୍ଷରୁ ସମସ୍ତ ନ୍ୟାସନାଲ ଚମ୍ପିଆନସିପ ସ୍ଥଗିତ
author img

By

Published : Apr 14, 2020, 2:35 PM IST

Updated : Apr 14, 2020, 5:40 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧିପାଇଛି । ପ୍ରଧାନମନ୍ତ୍ରୀ ମୋଦି ଆଜି(ମଙ୍ଗଳବାର) ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ଘୋଷିତ ଲକଡାଉନ ଏପ୍ରିଲ 14 ପର୍ଯ୍ୟନ୍ତ ରହିଥିଲା ।

ଏହି ଘୋଷଣା ପରେ ହକି ଇଣ୍ଡିଆ ପକ୍ଷରୁ ବଡ ଘୋଷଣା କରାଯାଇଛି । ହକି ଇଣ୍ଡିଆ ବାର୍ଷିକ ସମସ୍ତ ନ୍ୟାସନାଲ ଚମ୍ପିଆନସିପ 2020କୁ ସ୍ଥଗିତ କରିଛି । ଖେଳାଳି, ଷ୍ଟାଫ, କୋଚ ଓ ଅନ୍ୟ ସମସ୍ତ ଅଧିକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଛି ।

ନଜର ପକାନ୍ତୁ ସ୍ଥଗିତ ଘୋଷଣା ହୋଇଥିବା ନ୍ୟାସନାଲ ଚମ୍ପିଆନସିପ ଗୁଡିକ ଉପରେ..

  • 10ମ ହକି ଇଣ୍ଡିଆ ମହିଳା ଜୁନିୟର ନ୍ୟାସନାଲ ଚମ୍ପିଆନସିପ 2020- ରାଞ୍ଚି, ଝାଡଖଣ୍ଡ( B ଡିଭିଜନ, A ଡିଭିଜନ)

(ଡିଭିଜନ ବି: ଏପ୍ରିଲ 29-ମେ9, ଡିଭିଜନ ଏ: ମେ 7-17)

  • 10ମ ହକି ଇଣ୍ଡିଆ ଜୁନିୟର ପୁରୁଷ ନ୍ୟାସନାଲ ଚମ୍ପିଆନସିପ 2020 2020-ଚେନ୍ନାଇ, ତାମିଲନାଡୁ

(ଡିଭିଜନ ବି: ମେ 14-21, ଡିଭିଜନ ଏ: cs 19-30)

  • 10ମ ହକି ଇଣ୍ଡିଆ ସବ-ଜୁନିୟର ମହିଳା ନ୍ୟାସନାଲ ଚମ୍ପିଆନସିପ 2020-ହିସାର ହରିୟାଣା

(ଡିଭିଜନ ବି: ମେ 3-14, ଡିଭିଜନ ଏ: ମେ 12-23)

  • 10ମ ହକି ଇଣ୍ଡିଆ ସବ-ଜୁନିୟର ପୁରୁଷ ନ୍ୟାସନାଲ ଚମ୍ପିଆନସିପ 2020-ଇମ୍ଫାଲ, ମଣୀପୁର

(ଡିଭିଜନ ବି: ମେ 28-ଜୁନ 4, ଡିଭିଜନ ଏ: ଜୁନ 3-13)

  • 10ମ ହକି ଇଣ୍ଡିଆ ସିନିୟର ପୁରୁଷ ନ୍ୟାସନାଲ ଚମ୍ପିଆନସିପ 2020- ଆସାମ, ଗୌହାଟୀ

(ଡିଭିଜନ ବି: ଜୁନ20-ଜୁଲାଇ 3 )

Last Updated : Apr 14, 2020, 5:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.