ETV Bharat / sports

କୋରୋନା ଭାଇରସ: ସହାୟତା ପାଇଁ ମହିଳା ହକି ଟିମ ଇଣ୍ଡିଆର ନିଆରା ପ୍ରୟାସ - ଭାରତୀୟ ମହିଳା ହକି ଟିମ

ମହାମାରୀ କୋରୋନା ବିରୋଧି ଲଢେଇରେ ସାମିଲ ହୋଇଛି ଭାରତୀୟ ମହିଳା ହକି ଟିମ । ସହାୟତା ଅର୍ଥ ରାଶି ସଂଗ୍ରହ ପାଇଁ ଏକି ନିଆରା ପ୍ରୟାସ କରୁଛନ୍ତି ଭାରତୀୟ ମହିଳା ହକି ଖେଳାଳି ।

Combating COVID-19
କୋରୋନା ଭାଇରସ: ସହାୟତା ପାଇଁ ମହିଳା ହକି ଟିମ ଇଣ୍ଡିଆର ନିଆରା ପ୍ରୟାସ
author img

By

Published : Apr 17, 2020, 4:04 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୋଧି ଲଢେଇରେ ସାମିଲ ହୋଇଛି ଭାରତୀୟ ମହିଳା ହକି ଟିମ । ସହାୟତା ଅର୍ଥ ରାଶି ସଂଗ୍ରହ ପାଇଁ ଏକି ନିଆରା ପ୍ରୟାସ କରୁଛନ୍ତି ଭାରତୀୟ ମହିଳା ହକି ଖେଳାଳି ।

ଟିମ ପକ୍ଷରୁ ଏକ 18 ଦିନିଆ ମଜାଦାର ଫିଟନେସ ଚ୍ୟାଲେଞ୍ଜ ଆଜି ଠାରୁ ଆରମ୍ଭ କରାଯାଉଛି । ଏଥିରୁ ସଂଗ୍ରହ ଅର୍ଥରାଶିକୁ ଲକାଡାଉନରେ ପ୍ରଭାବିତ ଦେଶର ଗରିବ ଓ ଅନ୍ୟରାଜ୍ୟରେ ଅସୁବିଧାରେ ରହିଥିବା ଲୋକଙ୍କୁ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ସାରାଦେଶରେ 3 ମେ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏପ୍ରିଲ 14 ପର୍ଯ୍ୟନ୍ତ ଲକଡାଉନ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.